ଶିକ୍ଷା ଓ ପଡ଼ିଆରେ ପ୍ରଦର୍ଶନ ପରସ୍ପରର ପରିପୂରକ: ପିସିବି ମୁଖ୍ୟ

କରାଚି: ଶିକ୍ଷା ଓ ପଡିଆରେ ପ୍ରଦର୍ଶନ ପରସ୍ପରର ପରିପୂରକ। ପଡିଆରେ ଶିକ୍ଷିତ ଖେଳାଳିଙ୍କର ଅଭାବ ସିଧାସଳଖ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି। ଶୁକ୍ରବାର ଏହା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଶାହାରୟାର ଖାନ୍‌। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ଦଳରେ ଥିବା ଖେଳାଳିଙ୍କ ମଧ୍ୟରେ ଏକମାତ୍ର ମିଶ୍‌ବା-ଉଲ୍‌-ହକ୍‌ ହିଁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ଛାଡି ଦେଲେ ଟିମ୍‌ରେ କୌଣସି ଖେଳାଳି ସ୍ନାତକ ଯାଏଁ ପାଠ ପଢି ନାହାନ୍ତି। ଟିମ୍‌ରେ ଉଚ୍ଚଶିକ୍ଷିତ ଖେଳାଳିଙ୍କ […]

s khan

s khan

Rakesh Mallick
  • Published: Friday, 20 May 2016
  • Updated: 20 May 2016, 10:49 AM IST

Sports

Latest News

କରାଚି: ଶିକ୍ଷା ଓ ପଡିଆରେ ପ୍ରଦର୍ଶନ ପରସ୍ପରର ପରିପୂରକ। ପଡିଆରେ ଶିକ୍ଷିତ ଖେଳାଳିଙ୍କର ଅଭାବ ସିଧାସଳଖ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି। ଶୁକ୍ରବାର ଏହା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଶାହାରୟାର ଖାନ୍‌।

ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ଦଳରେ ଥିବା ଖେଳାଳିଙ୍କ ମଧ୍ୟରେ ଏକମାତ୍ର ମିଶ୍‌ବା-ଉଲ୍‌-ହକ୍‌ ହିଁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ଛାଡି ଦେଲେ ଟିମ୍‌ରେ କୌଣସି ଖେଳାଳି ସ୍ନାତକ ଯାଏଁ ପାଠ ପଢି ନାହାନ୍ତି। ଟିମ୍‌ରେ ଉଚ୍ଚଶିକ୍ଷିତ ଖେଳାଳିଙ୍କ ଅଭାବ ଯୋଗୁଁ ଦଳ ଖରାପ ପ୍ରଦର୍ଶନ କରୁଛି। ଭବିଷ୍ୟତକୁ ଆମେ ଉଚ୍ଚଶିକ୍ଷିତ ଖେଳାଳିଙ୍କୁ ଦଳରେ ସ୍ଥାନ ଦେବୁ। ଏହାସହ ସେମାନେ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିବା ଦରକାର।”

ସେ ଆହୁରି ମଧ୍ୟ କହିଛନ୍ତି,“ପିସିବି ଟିମ୍‌ରେ ଶୃଙ୍ଖଳା ଆଣିବାକୁ କୌଣସି କ୍ଷେତ୍ରରେ ଆପୋଷ ସମାଧାନ କରିବ ନାହିଁ। ଅହମ୍ମଦ ଶାଜିଦ୍‌ ଓ ଉମର ଅକ୍‌ମଲ ଶୃଙ୍ଖଳାଗତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ଦଳରେ ସ୍ଥାନ ପାଇବାକୁ ହେଲେ ସେମାନଙ୍କୁ ନିଜ ମନୋଭାବକୁ ପରିବର୍ତ୍ତନ କରିବାକୁ ପଡିବ। ବାକି ଖେଳାଳିମାନେ ଶୃଙ୍ଖଳାକୁ ଧ୍ୟାନରେ ପଡିଆ ଓହ୍ଲେଇବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story