୧୦ ରନ୍‌ରେ ୫ ୱିକେଟ ହରାଇଲା ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ୨-୧ରେ ଆଗୁଆ

ନେଲସନ୍‌: ଇଂଲଣ୍ଡ ମାତ୍ର ୧୦ ରନ୍ ମଧ୍ୟରେ ୫ ଜଣ ବ୍ୟାଟସମ୍ୟାନଙ୍କୁ ହରାଇ ନ୍ୟୁଜିଲ୍ୟାଣ୍ଡ ଠାରୁ ତୃତୀୟ ଟି-୨୦ରେ ପରାସ୍ତ ହୋଇଛି। ଏହି ୧୪ ରନ୍‌ର ବିଜୟ ସହ ୫ଟିକିଆ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡ ୨-୧ରେ ଆଗୁଆ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍‌ କରିଥିବା ବେଳେ ଇଂଲଣ୍ଡ ୭ ୱିକେଟ ହରାଇ ୧୬୬ ରନ୍‌ କରିବାକୁ ହିଁ ସକ୍ଷମ ହୋଇଛି। ତେବେ ୧୫ ଓଭର ଶେଷ ସୁଦ୍ଧା ଇଂଲଣ୍ଡ ଦୁଇ ୱିକେଟ୍‌ ହରାଇ […]

a

a

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 04:21 PM IST

ନେଲସନ୍‌: ଇଂଲଣ୍ଡ ମାତ୍ର ୧୦ ରନ୍ ମଧ୍ୟରେ ୫ ଜଣ ବ୍ୟାଟସମ୍ୟାନଙ୍କୁ ହରାଇ ନ୍ୟୁଜିଲ୍ୟାଣ୍ଡ ଠାରୁ ତୃତୀୟ ଟି-୨୦ରେ ପରାସ୍ତ ହୋଇଛି। ଏହି ୧୪ ରନ୍‌ର ବିଜୟ ସହ ୫ଟିକିଆ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡ ୨-୧ରେ ଆଗୁଆ ହୋଇଯାଇଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍‌ କରିଥିବା ବେଳେ ଇଂଲଣ୍ଡ ୭ ୱିକେଟ ହରାଇ ୧୬୬ ରନ୍‌ କରିବାକୁ ହିଁ ସକ୍ଷମ ହୋଇଛି। ତେବେ ୧୫ ଓଭର ଶେଷ ସୁଦ୍ଧା ଇଂଲଣ୍ଡ ଦୁଇ ୱିକେଟ୍‌ ହରାଇ ୧୩୯ ରନ୍‌ କରିଥିଲେ। କ୍ୟାପ୍ଟେନ ଇଅନ ମୋର୍ଗାନ କ୍ରିଜ୍‌ରେ ଥିବାରୁ ଇଂଲଣ୍ଡ ମ୍ୟାଚ୍‌ ଜିତିବ ବୋଲି ସମସ୍ତେ ଆଶା କରିଥିଲେ।

ହେଲେ ସେ ଆଉଟ୍‌ ହେବା କ୍ଷଣି ଇଂଲଣ୍ଡ ମାତ୍ର ୧୦ ରନ୍‌ ମଧ୍ୟରେ ୫ଟି ୱିକେଟ୍‌ ହରାଇ ମ୍ୟାଚ୍‌ଟିକୁ ହାତ ଛଡ଼ା କରିଥିଲା। ଇଂଲଣ୍ଡକୁ ଜିତିବା ପାଇଁ ୩୧ ବଲରେ ୪୨ ରନ୍‌ ଦରକାର ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସ୍ପିନର ମିଚେଲ ସାଣ୍ଟନର ସବୁ କିଛି ଓଲଟପାଲଟ କରିଦେଇଥିଲେ।

ମୋର୍ଗାନ ୧୮ ରନ୍ କରିଥିବା ବେଳେ ନିଜ ଓଭରର ଶେଷ ଭଲରେ ସାଣ୍ଟନର ତାଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଜବରଦସ୍ତ ଝଟ୍‌କା ଦେଇଥିଲେ। ଏହାପରେ ସାମ ବିଲିଙ୍ଗସ୍‌(୧), ସାମ କରାନ(୨), ଲ୍ୟୁସ୍‌ ଜର୍ଜ(୦) ନିରାଶ କରିଥିଲେ।

ମୋର୍ଗାନଙ୍କ ସହ ବ୍ୟାଟିଂ କରୁଥିବା ଜେମ୍ସ ଭେନିସ୍‌ (୪୯) ମଧ୍ୟ ବେଶୀ ସମୟ ତିଷ୍ଟ ପାରି ନଥିଲେ। ଦଳ ପକ୍ଷରୁ ଦାୱଡି ମାଲାନ ୫୫ ରନ୍‌ର ଇନିଂସ୍‌ ଖେଳି ଇଂଲଣ୍ଡକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ମଧ୍ୟକ୍ରମର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କଲିନ୍‌ ଡିଗ୍ରାଣ୍ଡହୋମଙ୍କ ୫୫ ରନ୍‌ ବଳରେ ଦଳ ୭ ୱିକେଟ ହରାଇ ୧୮୦ ରନ୍‌ କରିଥିଲା। ଗ୍ରାଣ୍ଡହୋମଙ୍କ ବ୍ୟତୀତ ମାର୍ଟିନ ଗପ୍ଟିଲ ୩୩ ଓ ରସ୍‌ ଟେଲର ୨୭ ରନ୍‌ର ଇନିଂସ୍‌ ଖେଳିଥିଲେ।

୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story