କ୍ରିକେଟ୍‌ ଫ୍ୟାନଙ୍କ ପାଇଁ ଖୁସି ଖବର ଆଣିଲା ବିସିସିଆଇ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ କ୍ରିକେଟ୍ ଫ୍ୟାନଙ୍କ ପାଇଁ ଖୁସି ଖବର। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ମିଳିବ। ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) ସହମତି ହୋଇଛନ୍ତି। ଟିଏନସିଏର ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ ଓ ଟିଏନସିଏ ଦ୍ୱାରା ସମସ୍ତ […]

team-india

team-india

Ranjit Kumar Jena
  • Published: Monday, 01 February 2021
  • Updated: 01 February 2021, 07:30 PM IST

Sports

Latest News

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପୂର୍ବରୁ କ୍ରିକେଟ୍ ଫ୍ୟାନଙ୍କ ପାଇଁ ଖୁସି ଖବର। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ମିଳିବ। ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) ସହମତି ହୋଇଛନ୍ତି।

ଟିଏନସିଏର ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ ଓ ଟିଏନସିଏ ଦ୍ୱାରା ସମସ୍ତ ସୁରକ୍ଷା ପ୍ରୋଟୋକଲର ଅନୁପାଳନ କରି ୨ୟ ଟେଷ୍ଟ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ପ୍ରଥମ ଟେଷ୍ଟ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ଦେବା ପାଇଁ ଆମ ହାତରେ ବହୁତ କମ୍ ଥିଲା। ପ୍ରଥମ ଓ ୨ୟ ଟେଷ୍ଟ ମଧ୍ୟରେ ମାତ୍ର ତିନିଦିନର ବ୍ୟବଧାନ ରହିଛି। କିନ୍ତୁ ଟିଏନସିଏ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କ ବ୍ୟବସ୍ଥା ପାଇଁ ପ୍ରସ୍ତୁତ। ଏହାଛଡ଼ା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପ୍ରେସ୍ ବକ୍ସରେ ବସିବା ପାଇଁ ଅନୁମତି ଦିଆଯାଇଛି।

ରବିବାର ତାମିଲନାଡୁ ସରକାର କ୍ରିକେଟ୍ ସମେତ ଅନ୍ୟ ଖେଳ ପାଇଁ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବା ନେଇ ଘୋଷଣା କରିଥିଲେ। ହେଲେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ବିନା ଦର୍ଶକରେ ମ୍ୟାଚ୍ ଆୟୋଜନ କରାଇବା ପାଇଁ ବିସିସିଆଇକୁ ଅନୁରୋଧ କରିଥିଲା।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ୫ ତାରିଖରୁ ହେବ। ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ସିରିଜର ୨ୟ ଟେଷ୍ଟ ୧୩ ତାରିଖରୁ ଆରମ୍ଭ ହେବ। ଏମ୍. ଚିଦାମ୍ବରମ ଷ୍ଟାଡିୟମରେ ୫୦ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ। ସେହିପରି ଶେଷ ଦୁଇଟି ଯାକ ଟେଷ୍ଟ ଅହମ୍ମଦାବାଦରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story