ଆସନ୍ତାକାଲି ଫେଡେରେସନ୍‌ କପ୍‌ର ଗ୍ରାଣ୍ଡଫିନାଲେ: ଆତସବାଜିରେ ଝଲସିବ ବାରବାଟୀ

ଆସନ୍ତାକାଲି ଫେଡେରେସନ୍‌ କପ୍‌ର ଗ୍ରାଣ୍ଡଫିନାଲେ, ବାରବାଟୀରେ ହେବ ଫୁଟବଲର ମହା ମୁକାବିଲା। ଫେଡେରେସନ କପ ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୋହନବାଗାନ୍‌ ଓ ବେଙ୍ଗାଲୁରୁ ଏଫସି । ଟାଇଟଲ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଏହି ହାଇଭୋଲଟେଜ୍ ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଜୋରଦାର୍‌ ଅଭ୍ୟାସ କରିଛନ୍ତି। ଅନ୍ତିମ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୋହନବାଗାନ ଓ ବେଙ୍ଗଲୁରୁ ଫୁଟବଲ୍ କ୍ଲବ। ମୋହନବାଗାନକୁ ହରାଇ ବେଙ୍ଗଳୁରୁ ନିଜର ପ୍ରଥମ ଟାଇଟଲ୍ ହାସଲ […]

barabati-680x360

barabati-680x360

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 07:28 PM IST

Sports

Latest News

ଆସନ୍ତାକାଲି ଫେଡେରେସନ୍‌ କପ୍‌ର ଗ୍ରାଣ୍ଡଫିନାଲେ, ବାରବାଟୀରେ ହେବ ଫୁଟବଲର ମହା ମୁକାବିଲା। ଫେଡେରେସନ କପ ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୋହନବାଗାନ୍‌ ଓ ବେଙ୍ଗାଲୁରୁ ଏଫସି । ଟାଇଟଲ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଏହି ହାଇଭୋଲଟେଜ୍ ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଜୋରଦାର୍‌ ଅଭ୍ୟାସ କରିଛନ୍ତି।

ଅନ୍ତିମ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୋହନବାଗାନ ଓ ବେଙ୍ଗଲୁରୁ ଫୁଟବଲ୍ କ୍ଲବ। ମୋହନବାଗାନକୁ ହରାଇ ବେଙ୍ଗଳୁରୁ ନିଜର ପ୍ରଥମ ଟାଇଟଲ୍ ହାସଲ କରିବାକୁ ଚେଷ୍ଟା କରିବ। ସେପଟେ ଏପର୍ଯ୍ୟନ୍ତ ଅପରାଜୟ ମୋହନବାଗାନ୍ ଚାହିଁବ ବିଜୟଧାରା ଜାରି ରଖିବାକୁ। ତେବେ ଆହତ ସୁନୀଲ ଛେତ୍ରୀ ଦଳରୁ ବାଦ୍ ପଡ଼ିବା ଆଶଙ୍କା ଥିବାରୁ ଚିନ୍ତାରେ ଏବେ ବେଙ୍ଗଳୁରୁ।

ଫେଡେରେସନ୍ କପ୍ ଗ୍ରାଣ୍ଡଫାଇନାଲ୍‌କୁ ଅଧିକ ଆକର୍ଷଣୀୟ କରିବାକୁ ଫାଓ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି।  ୧୫ ଲକ୍ଷ ଟଙ୍କାରେ କୋଲକାତାରୁ ରଙ୍ଗବେରଙ୍ଗର ବାଣ ଆସିଥିବା ବେଳେ ପଡିଆରେ ବିଦେଶୀଙ୍କ ଜଗଲିଂ ଶୋ ମଧ୍ୟ ଦେଖିବାକୁ ମିଳିବ। ସେପଟେ ଫାଇନାଲ୍ ମ୍ୟାଚ୍‌ରେ ଟିକଟର ବ୍ୟବସ୍ଥା କରାଯାଇନାହିଁ ଏବଂ ଦର୍ଶକମାନେ ମାଗଣାରେ ଖେଳ ଦେଖିପାରିବେ ବୋଲି ଫାଓ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story