ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି: ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରୀଜେସ୍‌

ନୂଆଦିଲ୍ଲୀ: ଜୁନ୍‌ ୧୦ରୁ ୧୭ ମଧ୍ୟରେ ହେବାକୁ ଥିବା ସମ୍ମାନଜନକ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେବେ ଗୋଲକିପର ପିଆର ଶ୍ରୀଜେସ୍‌। ଏହି ଟୁର୍ଣ୍ଣାମେଣ୍ଟରେ ସର୍ଦ୍ଦାର ସିଂହ, ଡ୍ରାଗ୍‌ଫ୍ଲିକର ରୂପିନ୍ଦର ପାଲ୍‌ ସିଂହ, ଷ୍ଟ୍ରାଇକର ରମଣଦୀପ ସିଂହ ଓ ଡିଫେଣ୍ଡର ଜସ୍‌ଜିତ ସିଂହ କୁଲାରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଅଗଷ୍ଟରୁ ରିଓ ଅଲିମ୍ପିକ୍‌ ଆରମ୍ଭ ହେଉଥିବା ବେଳେ ହକି ଇଣ୍ଡିଆ ଦଳର […]

SREEJESH_RAVIDRAN_HOCKEY

SREEJESH_RAVIDRAN_HOCKEY

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 11:42 AM IST

Sports

Latest News

ନୂଆଦିଲ୍ଲୀ: ଜୁନ୍‌ ୧୦ରୁ ୧୭ ମଧ୍ୟରେ ହେବାକୁ ଥିବା ସମ୍ମାନଜନକ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେବେ ଗୋଲକିପର ପିଆର ଶ୍ରୀଜେସ୍‌। ଏହି ଟୁର୍ଣ୍ଣାମେଣ୍ଟରେ ସର୍ଦ୍ଦାର ସିଂହ, ଡ୍ରାଗ୍‌ଫ୍ଲିକର ରୂପିନ୍ଦର ପାଲ୍‌ ସିଂହ, ଷ୍ଟ୍ରାଇକର ରମଣଦୀପ ସିଂହ ଓ ଡିଫେଣ୍ଡର ଜସ୍‌ଜିତ ସିଂହ କୁଲାରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି।

ଅଗଷ୍ଟରୁ ରିଓ ଅଲିମ୍ପିକ୍‌ ଆରମ୍ଭ ହେଉଥିବା ବେଳେ ହକି ଇଣ୍ଡିଆ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ରିଓ ଅଲିମ୍ପିକ୍‌ ପୂର୍ବରୁ ଖେଳାଳି ଯେପରି ଆହତ ନ ହେବେ ତାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଏହି ଟୁର୍ଣ୍ଣାମେଣ୍ଟ ପରେ ଦଳ ଭାଲେନ୍‌ସିଆରେ ହେବାକୁ ଥିବା ଷଡ଼-ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ। ଅଲିମ୍ପିକ୍‌ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଶେଷ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟ ହେବ।

ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା କହିଛନ୍ତି, “ଦଳର ସର୍ଦ୍ଦାର ସିଂହ ଓ ରୂପିନ୍ଦର ପାଲ୍‌ ସିଂହଙ୍କ ପରି ବହୁ ବରିଷ୍ଠ ଖେଳାଳି ଲଗାତାର ଭାବେ ବହୁ ଟୁର୍ଣ୍ଣାମେଣ୍ଟ ଖେଳି ଆସୁଛନ୍ତି। ତେଣୁ ସେମାନଙ୍କୁ ବିଶ୍ରାମ ଦିଆଯିବାକୁ ପୂର୍ବରୁ ନିଷ୍ପତ୍ତି କରାଯାଇଥିଲା। ଦଳ ପୂର୍ବ ରଣନୀତି ନେଇ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫିରେ ଖେଳିବ। ଆଜ୍‌ଲାନ୍‌ ଶାହା କପ୍‌ରେ ଶ୍ରୀଜେସ୍‌ ଓ ଭିଆର ରଘୁନାଥ ଯେପରି ପ୍ରଦର୍ଶନ କରିଥିଲେ ଏହି ଟ୍ରଫିରେ ମଧ୍ୟ ସେମାନଙ୍କଠାରୁ ସେହିପରି ପ୍ରଦର୍ଶନ ଆଶା କରୁଛୁ। ସେମାନେ ଦଳକୁ ଆଶାନୁରୂପ ଫଳ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story