ବିଶ୍ୱକପ୍‌ ସମ୍ପର୍କରେ କ’ଣ କହିଲେ ଶାମି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବା ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ବିଶ୍ୱକପ୍‌ରେ ଶାମିଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାର ରହିଛନ୍ତି। ଏହି ୩ ଜଣ ହିଁ ଭାରତୀୟ ଟିମ୍‌ର ଦ୍ରୁତ ବୋଲିଂ ବାହିନୀର ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବାରୁ ଶାମି ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି। ସେ କହିଛନ୍ତି, “ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବା ଗର୍ବର ବିଷୟ। ଆମ ବୋଲରଙ୍କ ପାଖରେ […]

se

se

Hemant Lenka
  • Published: Saturday, 18 May 2019
  • Updated: 18 May 2019, 04:20 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବା ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ବିଶ୍ୱକପ୍‌ରେ ଶାମିଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାର ରହିଛନ୍ତି। ଏହି ୩ ଜଣ ହିଁ ଭାରତୀୟ ଟିମ୍‌ର ଦ୍ରୁତ ବୋଲିଂ ବାହିନୀର ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ଥିବାରୁ ଶାମି ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି।

ସେ କହିଛନ୍ତି, “ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବା ଗର୍ବର ବିଷୟ। ଆମ ବୋଲରଙ୍କ ପାଖରେ ଭେରାଇଟି ରହିବା ସହ ସ୍ପିଡ୍‌ ମଧ୍ୟ ରହିଛି। ଯଦି ଆପଣଙ୍କ ବୋଲରଙ୍କ ପାଖରେ ସ୍ପିଡ୍‌ ଏବଂ ଦକ୍ଷତା ଏକାସଙ୍ଗରେ ଅଛି, ତା’ହେଲେ ଏହା ପ୍ରତିପକ୍ଷ ଟିମ୍‌କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବ। ମୋ କଥା ଯଦି କହିବି, ତା’ହେଲେ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହେବା ମୋର ଏକ ସ୍ୱପ୍ନ ଥିଲା। ମୁଁ ଏଥିପାଇଁ ଗର୍ବ ଅନୁଭବ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story