ପରଲୋକରେ ପୂର୍ବତନ କ୍ରିକେଟର ଭିବି ଚନ୍ଦ୍ରଶେଖର

ଚେନ୍ନାଇ: ପୂର୍ବତନ ଟିମ୍ ଇଣ୍ଡିଆର କ୍ରିକେଟର ଭିବି ଚନ୍ଦ୍ରଶେଖରଙ୍କର ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦଘାତର ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ରହୁଥିଲେ। ଚନ୍ଦ୍ର ଶେଖର ଭିବି ନାମରେ ପରିଚିତ ଥିଲେ। ତାମିଲନାଡୁ ରଣଜୀ ଟିମ ପକ୍ଷରୁ ଖେଳି ସେ ଜାତୀୟ ଚୟନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୧୯୮୮ରୁ ୧୯୯୦ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଖେଳିଥିଲେ। ସେତେବେଳେ […]

V B CHANDRA SEKHAR 2

V B CHANDRA SEKHAR 2

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 10:29 PM IST

Sports

Latest News

ଚେନ୍ନାଇ: ପୂର୍ବତନ ଟିମ୍ ଇଣ୍ଡିଆର କ୍ରିକେଟର ଭିବି ଚନ୍ଦ୍ରଶେଖରଙ୍କର ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦଘାତର ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ରହୁଥିଲେ।

ଚନ୍ଦ୍ର ଶେଖର ଭିବି ନାମରେ ପରିଚିତ ଥିଲେ। ତାମିଲନାଡୁ ରଣଜୀ ଟିମ ପକ୍ଷରୁ ଖେଳି ସେ ଜାତୀୟ ଚୟନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୧୯୮୮ରୁ ୧୯୯୦ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଖେଳିଥିଲେ। ସେତେବେଳେ ସେ ତାମିଲନାଡୁ କ୍ରିକେଟର ଚେହେରା ଥିଲେ।

ତାମିଲନାଡୁର ଏହି ବ୍ୟାଟସମ୍ୟାନ୍ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରୁଥିଲେ। ଭାରତ ପାଇଁ ସେ ୭ଟି ଦିନିକିଆ ଖେଳିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୩ ଥିଲା। କ୍ରିକେଟରୁ ଅବସର ନେବା ପରେ ସେ କୋଚ୍, କମେଣ୍ଟେଟର ଭାବେ ସକ୍ରିୟ ଥିଲେ। ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜର ଭାବେ ମଧ୍ୟ ସେ ତିନି ବର୍ଷ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story