IPL-11:  ଦିଲ୍ଲୀକୁ ଚାମ୍ପିୟନ କରି ଆଇପିଏଲରୁ ବିଦାୟ ନେବାକୁ ଚାହୁଁଛନ୍ତି ଏହି ଷ୍ଟାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ-୧୧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍‌ର ଅଧିନାୟକ ଗୌତମ ଗମ୍ଭୀରଙ୍କ ନୂଆ ଖୁଲାସା। ଟିମ୍ ଇଣ୍ଡିଆରେ ସ୍ଥାନ ପାଇଁ ସଂଘର୍ଷ କରୁଥିବା ଗମ୍ଭୀର କହିଛନ୍ତି, ଦିଲ୍ଲୀ ଡେୟାର ଡେଭିଲ୍ସକୁ ଚାମ୍ପିୟନ କରି ଆଇପିଏଲ୍‌ରୁ ବିଦାୟ ନେବେ। ଗମ୍ଭୀର ଆଇପିଏଲର ପ୍ରଥମ ୩ଟି ସିଜିନରେ ଦିଲ୍ଲୀ ଟିମ୍‌ରେ ସାମିଲ ଥିଲେ। ପରେ କେକେଆର୍‌ ଟିମ୍‌ର ନେତୃତ୍ୱ ନେଇ କୋଲକାତକୁ ୨ ଥର ଚାମ୍ପିୟନ କରାଇଛନ୍ତି। ତେଣୁ ପୁଣି ଥରେ ଦିଲ୍ଲୀ ଦଳରେ […]

DZ3xSlAVwAEslLj

DZ3xSlAVwAEslLj

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ-୧୧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍‌ର ଅଧିନାୟକ ଗୌତମ ଗମ୍ଭୀରଙ୍କ ନୂଆ ଖୁଲାସା। ଟିମ୍ ଇଣ୍ଡିଆରେ ସ୍ଥାନ ପାଇଁ ସଂଘର୍ଷ କରୁଥିବା ଗମ୍ଭୀର କହିଛନ୍ତି, ଦିଲ୍ଲୀ ଡେୟାର ଡେଭିଲ୍ସକୁ ଚାମ୍ପିୟନ କରି ଆଇପିଏଲ୍‌ରୁ ବିଦାୟ ନେବେ। ଗମ୍ଭୀର ଆଇପିଏଲର ପ୍ରଥମ ୩ଟି ସିଜିନରେ ଦିଲ୍ଲୀ ଟିମ୍‌ରେ ସାମିଲ ଥିଲେ। ପରେ କେକେଆର୍‌ ଟିମ୍‌ର ନେତୃତ୍ୱ ନେଇ କୋଲକାତକୁ ୨ ଥର ଚାମ୍ପିୟନ କରାଇଛନ୍ତି। ତେଣୁ ପୁଣି ଥରେ ଦିଲ୍ଲୀ ଦଳରେ ସ୍ଥାନ ପାଇଥିବାରୁ ଏହି ଟିମ୍‌କୁ ଚାମ୍ପିୟନ କରାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗମ୍ଭୀର ଏହାମଧ୍ୟ କହିଛନ୍ତି ଯେ, ସେ ଚାହାଁନ୍ତି ଯେଉଁଠି ଆଇପିଏଲ ଆରମ୍ଭ କରିଥିଲେ ସେହି ଟିମ୍‌ରୁ ହିଁ ଆଇପିଏଲ ଶେଷ କରିବେ। ଏଥର ଦିଲ୍ଲୀ ଟିମ୍‌ ସମସ୍ତ ବିଭାଗରେ ବେଶ୍‌ ଶକ୍ତିଶାଳୀ ମନେ ହେଉଛି, ଏହାସହ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ଏହି ଟିମ୍‌ରେ କୋଚ୍‌ ଥିବାରୁ ଦିଲ୍ଲୀ ଏଥର ଭଲ ପ୍ରଦର୍ଶନ କରିବ।

ଗମ୍ଭୀର କହିଛନ୍ତି ଟିମ ବିଜୟରେ ଅଧିନାୟକ ଠାରୁ ବାକି ଖେଳାଳିଙ୍କ ଯୋଗଦାନ ଅଧିକ ଥାଏ, ଗୋଟିଏ ଟିମ୍‌ ସେତେବେଳେ ମ୍ୟାଚ୍‌ ଜିତିଥାଏ ଯେତେବେଳେ ଦଳର ସମସ୍ତ ଖେଳାଳି ସାମୁହିକ ଯୋଗଦାନ ଦେଇଥାନ୍ତି। ଦିଲ୍ଲୀ ଟିମ୍‌ରେ ମଧ୍ୟ କୋଲକାତା ଟିମ୍‌ ଭଳି ଅନେକ ଭଲ ଖେଳାଳି ଅଛନ୍ତି। ଆବଶ୍ୟକ ସମୟରେ ଏହି ଖେଳାଳି ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ଟିମ ବିଜୟୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story