ଭୁବନେଶ୍ୱର: କରାଟେ କୋଚ୍ ହରିପ୍ରସାଦ ପଟ୍ଟନାୟକ ପାଇବେ ଏମ୍.ବି ସ୍ମାରକୀ କଳିଙ୍ଗରତ୍ନ କ୍ରୀଡା ପୁରସ୍କାର। ରଗବୀ ଫୁଲବଲ ପାଇଁ ହମ୍ପୁ ମାଝି, କରାଟେ ପାଇଁ ପାୟଲ ବରାଳ, ଫୁଟବଲ ପାଇଁ ରାମେଶ୍ୱର ପହି, ଭାରୋତ୍ତୋଳନ ପାଇଁ ସାଧୁ ସୋରେନ୍ ଆଦି ୫ ଜଣ ତୃଣମୂଳସ୍ତରର ଖେଳାଳିଙ୍କୁ ଏମ୍.ବି କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ୫ ଜଣ ଖେଳାଳିଙ୍କୁ ୧୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।