କରାଟେ କୋଚ୍‌ ହରିପ୍ରସାଦ ପଟ୍ଟନାୟକଙ୍କୁ ଏମ୍‌.ବି ସ୍ମାରକୀ କଳିଙ୍ଗରତ୍ନ କ୍ରୀଡା ପୁରସ୍କାର

ଭୁବନେଶ୍ୱର: କରାଟେ କୋଚ୍‌ ହରିପ୍ରସାଦ ପଟ୍ଟନାୟକ ପାଇବେ ଏମ୍‌.ବି ସ୍ମାରକୀ କଳିଙ୍ଗରତ୍ନ କ୍ରୀଡା ପୁରସ୍କାର। ରଗବୀ ଫୁଲବଲ ପାଇଁ ହମ୍ପୁ ମାଝି, କରାଟେ ପାଇଁ ପାୟଲ ବରାଳ, ଫୁଟବଲ ପାଇଁ ରାମେଶ୍ୱର ପହି, ଭାରୋତ୍ତୋଳନ ପାଇଁ ସାଧୁ ସୋରେନ୍‌ ଆଦି ୫ ଜଣ ତୃଣମୂଳସ୍ତରର ଖେଳାଳିଙ୍କୁ ଏମ୍.ବି କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ୫ ଜଣ ଖେଳାଳିଙ୍କୁ ୧୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’

ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି?