ଜାତୀୟ ଜୁନିୟର ହକି ଦଳର ଅଧିନାୟକ ହେଲେ ଓଡ଼ିଶାର ଦୀପସାନ ତିର୍କୀ

ଭୁବନେଶ୍ୱର: ଜାତୀୟ ଜୁନିୟର ହକି ଦଳର ଅଧିନାୟକ ହେଲେ ଓଡ଼ିଶାର ଦୀପସାନ ତିର୍କୀ। ଡିଫେଣ୍ଡର ଦୀପସାନଙ୍କୁ ଆଗାମୀ ୟୁରୋ-ଏସିଆ କପ୍‌, ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଗସ୍ତ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଅନ୍ୟତମ ଓଡ଼ିଆ ଭାବେ ନୀଲମ ସଞ୍ଜିପ ଖେସ୍‌ଙ୍କୁ ମଧ୍ୟ ସ୍ଥାନ ମିଳିଛି। ଭୁବନେଶ୍ୱରରେ ୨୦୧୮ ସିନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବା ନେଇ ହକି ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ […]

deepsan

deepsan

Rakesh Mallick
  • Published: Friday, 24 June 2016
  • Updated: 25 June 2016, 07:28 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ଜୁନିୟର ହକି ଦଳର ଅଧିନାୟକ ହେଲେ ଓଡ଼ିଶାର ଦୀପସାନ ତିର୍କୀ। ଡିଫେଣ୍ଡର ଦୀପସାନଙ୍କୁ ଆଗାମୀ ୟୁରୋ-ଏସିଆ କପ୍‌, ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଗସ୍ତ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଅନ୍ୟତମ ଓଡ଼ିଆ ଭାବେ ନୀଲମ ସଞ୍ଜିପ ଖେସ୍‌ଙ୍କୁ ମଧ୍ୟ ସ୍ଥାନ ମିଳିଛି।

ଭୁବନେଶ୍ୱରରେ ୨୦୧୮ ସିନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବା ନେଇ ହକି ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହକି ଇଣ୍ଡିଆ ମୁଖ୍ୟ ନରେନ୍ଦ୍ର ବାତ୍ରା ଏବଂ ସିଇଓ ଏଲେନା ନର୍ମାନ୍‌ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ପୂର୍ବରୁ ସଫଳତାର ସହ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିଥିବାରୁ ବିଶ୍ୱକପ୍‌ ମଧ୍ୟ ଆୟୋଜନ କରିବାର କ୍ଷମତା ରଖିଛି ବୋଲି ବାତ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story