ଇଂଲଣ୍ଡ ବିପକ୍ଷରେ ପାକ୍‌ ବୋଲିଂ ନେଇ ମୁଁ ବିବ୍ରତ ନାହିଁ: ଆକ୍ରମ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମୁଁ ବୋଲିଂ ନେଇ ବିବ୍ରତ ନାହିଁ। ବ୍ୟାଟିଂ ପାଇଁ ଟିକେ ବିବ୍ରତ ଅଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ୍‌ ଆକ୍ରମ। ସେ କହିଛନ୍ତି,“ପାକିସ୍ତାନର ଶ୍ରେଷ୍ଠ ଖେଳାଳିମାନେ ଇଂଲଣ୍ଡର ପାଷ୍ଟ ବୋଲିଂକୁ ଧୈର୍ଯ୍ୟର ସହ ଖେଳିବା ଦରକାର। ଘରୋଇ ପରିବେଶ ହୋଇଥିବାରୁ ଇଂଲଣ୍ଡକୁ ଏହା ବେଶ୍‌ ସହାୟକ ହେବ। ତେଣୁ ବ୍ୟାଟ୍ସମ୍ୟାନମାନେ ଜଗି ରଖି ଖେଳିବା ଦରକାର। ମୁଖ୍ୟତ‍ଃ ବ୍ୟାଟ୍ସମ୍ୟାନ୍‌ ମାନେ ବଡିଂଲାଇନ୍‌ ଓ ବାଉନ୍ସର ବଲ୍‌କୁ ଟେକ୍‌ନିକ୍‌ର […]

wasimakram

wasimakram

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 07:09 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମୁଁ ବୋଲିଂ ନେଇ ବିବ୍ରତ ନାହିଁ। ବ୍ୟାଟିଂ ପାଇଁ ଟିକେ ବିବ୍ରତ ଅଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ୍‌ ଆକ୍ରମ।

ସେ କହିଛନ୍ତି,“ପାକିସ୍ତାନର ଶ୍ରେଷ୍ଠ ଖେଳାଳିମାନେ ଇଂଲଣ୍ଡର ପାଷ୍ଟ ବୋଲିଂକୁ ଧୈର୍ଯ୍ୟର ସହ ଖେଳିବା ଦରକାର। ଘରୋଇ ପରିବେଶ ହୋଇଥିବାରୁ ଇଂଲଣ୍ଡକୁ ଏହା ବେଶ୍‌ ସହାୟକ ହେବ। ତେଣୁ ବ୍ୟାଟ୍ସମ୍ୟାନମାନେ ଜଗି ରଖି ଖେଳିବା ଦରକାର। ମୁଖ୍ୟତ‍ଃ ବ୍ୟାଟ୍ସମ୍ୟାନ୍‌ ମାନେ ବଡିଂଲାଇନ୍‌ ଓ ବାଉନ୍ସର ବଲ୍‌କୁ ଟେକ୍‌ନିକ୍‌ର ସହ ଖେଳିବା ଦରକାର। ପାକ୍‌ ଦଳର ବୋଲିଂ ଦୃଢ ଥିବାରୁ ଏଥିପ୍ରତି ବିବ୍ରତ ହେବାର କାରଣ ନାହିଁ।”

ପାକିସ୍ତାନ ଜୁଲାଇ ୧୪ରୁ ଲଡ୍ସରୁ ୪ଟି ଟେଷ୍ଟରୁ ପ୍ରଥମ ଟେଷ୍ଟ ଖେଳିବା। ଏହାପରେ ଇଂଲଣ୍ଡରେ ଦଳ ୫ଟି ଏକଦିବସୀୟ ଓ ଗୋଟିଏ ଟି-୨୦ ସିରିଜ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story