ସୁରକ୍ଷା ବ୍ୟବସ୍ଥାକୁ ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ୍ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଆଇସିସି ଓ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିବାଦ କିଛି ନୂଆ ନୁହେଁ। ଆଇସିସି ନିକଟରେ ଭାରତ ଏହାର ଅଭିଯୋଗ କରିଥିଲା, କିନ୍ତୁ ଆଇସିସି ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ହୋଟେଲରେ କିଛି ଲୋକ ହଙ୍ଗାମା କରିଥିଲେ, ଯାହା ପରେ ଟିମ୍ ମ୍ୟାନେଜମେଣ୍ଟ ଆଇସିସି ନିକଟରେ ଅଭିଯୋଗ କରିଥିଲା। ତେବେ ଏପର୍ଯ୍ୟନ୍ତ ଆଇସିସି ସୁରକ୍ଷାରେ କୌଣସି ପରିବର୍ତ୍ତନ କରିନାହିଁ। ଭାରତୀୟ […]

india

india

Hemant Lenka
  • Published: Thursday, 04 July 2019
  • Updated: 04 July 2019, 10:05 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଓ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିବାଦ କିଛି ନୂଆ ନୁହେଁ। ଆଇସିସି ନିକଟରେ ଭାରତ ଏହାର ଅଭିଯୋଗ କରିଥିଲା, କିନ୍ତୁ ଆଇସିସି ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ।

ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ହୋଟେଲରେ କିଛି ଲୋକ ହଙ୍ଗାମା କରିଥିଲେ, ଯାହା ପରେ ଟିମ୍ ମ୍ୟାନେଜମେଣ୍ଟ ଆଇସିସି ନିକଟରେ ଅଭିଯୋଗ କରିଥିଲା। ତେବେ ଏପର୍ଯ୍ୟନ୍ତ ଆଇସିସି ସୁରକ୍ଷାରେ କୌଣସି ପରିବର୍ତ୍ତନ କରିନାହିଁ।

ଭାରତୀୟ ଟିମ୍ ସୁରକ୍ଷା ମାମଲାରେ ଯେତେବେଳେ ଆଇସିସି ସହ ଆଲୋଚନା କଲା, ସେତେବେଳେ ସେମାନେ କହିଥିଲେ, ଖେଳାଳିମାନଙ୍କର ସୁରକ୍ଷା ଆମର ମୁଖ୍ୟ ପ୍ରାଥମିକତା ଏବଂ ଭାରତୀୟ ଟିମର ହୋଟେଲ ରୁମରେ କିଛି ପ୍ରଶଂସକଙ୍କ ପ୍ରବେଶ ପରେ ଏହାକୁ ରୋକିବା ପାଇଁ ଜରୁରୀ ପଦପେକ୍ଷ ମଧ୍ୟ ନିଆଯାଇଛି। କିନ୍ତୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଅନୁଯାୟୀ, ଆଇସିସି ସୁରକ୍ଷାକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story