୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ୍ ସାମିଲ୍

ନୂଆଦିଲ୍ଲୀ: ୨୦୨୨ରେ ଇଂଲଣ୍ଡର ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍)ର ଏହି ନିଷ୍ପତ୍ତିକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ୱାଗତ କରିଛି। ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସ୍ୱାହନେ କହିଛନ୍ତି, “୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯିବା ନେଇ ଆମେ ବହୁତ ଖୁସି । ଏଥିପାଇଁ ମୁଁ ସିଜିଏଫକୁ ଧନ୍ୟବାଦ ଜଣାଉଛି। ରାଜ୍ୟଗୋଷ୍ଠୀ […]

commomwealth

commomwealth

Hemant Lenka
  • Published: Friday, 21 June 2019
  • Updated: 21 June 2019, 06:42 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୨ରେ ଇଂଲଣ୍ଡର ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍)ର ଏହି ନିଷ୍ପତ୍ତିକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ୱାଗତ କରିଛି।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସ୍ୱାହନେ କହିଛନ୍ତି, "୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯିବା ନେଇ ଆମେ ବହୁତ ଖୁସି । ଏଥିପାଇଁ ମୁଁ ସିଜିଏଫକୁ ଧନ୍ୟବାଦ ଜଣାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରିବାରର ସଦସ୍ୟା ହେବା ଗର୍ବର କଥା। ମହିଳା କ୍ରିକେଟକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ବର୍ମିଂହାମର ପ୍ଲାଟଫର୍ମ ମହିଳା ଖେଳାଳିଙ୍କ ପାଇଁ ଫାଇଦାଯୋଗ୍ୟ ହେବ ଏବଂ ଯୁବତୀମାନଙ୍କୁ କ୍ରିକେଟ୍ ପ୍ରତି ଆକୃଷ୍ଟ କରିବ।"

ସେହିପରି ଇସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ୍ ହ୍ୟାରିସନ୍ କହିଛନ୍ତି, "ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ସାମିଲ୍ କରାଯିବା ଏକ ଐତିହାସିକ ନିଷ୍ପତ୍ତି। ଏଥିପାଇଁ ଆମେ ବର୍ମିଂହାମ୍ କ୍ରୀଡ଼ାର ଟିମ୍ ଏବଂ ସିଜିଏଫକୁ ଧନ୍ୟବାଦ ଜଣାଉଛୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story