ଦୁବାଇ:ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ୍। ସେ ୮୪୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରୁ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନରେ ରହିଛନ୍ତି। ୮୭୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ ଅଶ୍ୱିନ୍।
ଅନ୍ୟପକ୍ଷରେ ପ୍ରଥମ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରର୍ଡ (୮୬୯) ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି।
୮୪୬ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ୟାସୀର ଶାହ, ୮୪୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଡେଲ୍ ଷ୍ଟେନ୍ ଓ ୭୮୯ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା ରହିଛନ୍ତି। ୭୫୭ ରେଟିଂ ପଏଣ୍ଟ ସହ ଟି.ବୌଲ୍ଟ ସପ୍ତମ ସ୍ଥାନରେ, ଜୋସ୍ ହେଜେଲଉଡ୍ ୭୪୧ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ, ମୋରନେ ମୋରକେଲ ୭୨୪ ରେଟିଂ ପଏଣ୍ଟ ସହ ନବମ ସ୍ଥାନରେ ଓ ୭୧୭ ରେଟିଂ ପଏଣ୍ଟ ସହ ୧୦ମ ସ୍ଥାନରେ ଭି ଫିଲାଣ୍ଡର ରହିଛନ୍ତି।
ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଥିଲେ ଅଶ୍ୱିନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।
National
NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ
ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।