ଆଇସିସି ଟେଷ୍ଟ ମାନ୍ୟତା: ବୋଲିଂ ତାଲିକାର ଶୀର୍ଷରେ ଆଣ୍ଡରସନ୍‌, ଦ୍ୱିତୀୟରେ ଅଶ୍ୱିନ

ଦୁବାଇ:ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ୍‌। ସେ ୮୪୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରୁ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନରେ ରହିଛନ୍ତି। ୮୭୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ ଅଶ୍ୱିନ୍‌। ଅନ୍ୟପକ୍ଷରେ ପ୍ରଥମ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରର୍ଡ (୮୬୯) ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି। ୮୪୬ […]

aswinee

aswinee

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 01:30 PM IST

Sports

Latest News

ଦୁବାଇ:ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ୍‌। ସେ ୮୪୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରୁ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନରେ ରହିଛନ୍ତି। ୮୭୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ଭାରତର ରବିଚନ୍ଦ୍ରନ ଅଶ୍ୱିନ୍‌।

ଅନ୍ୟପକ୍ଷରେ ପ୍ରଥମ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରର୍ଡ (୮୬୯) ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି।

୮୪୬ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ୟାସୀର ଶାହ, ୮୪୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଡେଲ୍‌ ଷ୍ଟେନ୍‌ ଓ ୭୮୯ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା ରହିଛନ୍ତି। ୭୫୭ ରେଟିଂ ପଏଣ୍ଟ ସହ ଟି.ବୌଲ୍ଟ ସପ୍ତମ ସ୍ଥାନରେ, ଜୋସ୍‌ ହେଜେଲଉଡ୍‌  ୭୪୧ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ, ମୋରନେ ମୋରକେଲ ୭୨୪ ରେଟିଂ ପଏଣ୍ଟ ସହ ନବମ ସ୍ଥାନରେ ଓ ୭୧୭ ରେଟିଂ ପଏଣ୍ଟ ସହ ୧୦ମ ସ୍ଥାନରେ ଭି ଫିଲାଣ୍ଡର ରହିଛନ୍ତି।

ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଥିଲେ ଅଶ୍ୱିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story