ଆଇସିସି ମହିଳା ବିଶ୍ୱକପ୍ ୨୦୧୬କୁ ଦେଖିଛନ୍ତି ୨୪ ନିୟୁତ ଭାରତୀୟ

ଲଣ୍ଡନ: ୨୦୧୬ ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍‌କୁ କେବଳ ଭାରତରେ ୨୪.୫ ନିୟୁତ ଲୋକ ଟିଭିରେ ଦେଖିଛନ୍ତି ବୋଲି ଆଜି ଆଇସିସି ପକ୍ଷରୁ କୁହାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଆମେରିକାରେ ହାରାହାରି ଲକ୍ଷେ ଲୋକ ଟିଭିରେ ଦେଖିଛନ୍ତି। ଆଇସିସି ମହିଳା କମିଟି ପକ୍ଷରୁ ଆଇସିସିକୁ ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଆଇସିସି କ୍ରିକେଟ୍ କମିଟି ଅଧ୍ୟକ୍ଷ ଅନୀଲ କୁମ୍ବଲେ କହିଛନ୍ତି,“ଏହା ଏକ ସକାରାତ୍ମକ ସଂକେତ। ଏ ବିଷୟରେ ଆମେ ଅନେକ ଆଲୋଚନା କରିଛୁ।”

West-Indies-lift-the-trophy

West-Indies-lift-the-trophy

Rakesh Mallick
  • Published: Friday, 03 June 2016
  • Updated: 03 June 2016, 11:11 AM IST

Sports

Latest News

ଲଣ୍ଡନ: ୨୦୧୬ ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍‌କୁ କେବଳ ଭାରତରେ ୨୪.୫ ନିୟୁତ ଲୋକ ଟିଭିରେ ଦେଖିଛନ୍ତି ବୋଲି ଆଜି ଆଇସିସି ପକ୍ଷରୁ କୁହାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଆମେରିକାରେ ହାରାହାରି ଲକ୍ଷେ ଲୋକ ଟିଭିରେ ଦେଖିଛନ୍ତି।

ଆଇସିସି ମହିଳା କମିଟି ପକ୍ଷରୁ ଆଇସିସିକୁ ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

ଆଇସିସି କ୍ରିକେଟ୍ କମିଟି ଅଧ୍ୟକ୍ଷ ଅନୀଲ କୁମ୍ବଲେ କହିଛନ୍ତି,“ଏହା ଏକ ସକାରାତ୍ମକ ସଂକେତ। ଏ ବିଷୟରେ ଆମେ ଅନେକ ଆଲୋଚନା କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos