'ହାତରେ ସମୟ କମ୍, ତୁରନ୍ତ ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଅ'

ନୂଆଦିଲ୍ଲୀ: ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ୩୬ ରନର ଲଜ୍ଜାଜନକ ସ୍କୋର ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏଥିସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏହି ପରାଜୟ ପରେ ଭାରତର ସମସ୍ୟା ଆହୁରି ବଢ଼ିଯାଇଛି। କାରଣ ଏବେ ଭାରତକୁ ଆଗକୁ ବଡ଼ ଝଟକା ଲାଗିଛି। ପେସ୍ ବୋଲର ମହମ୍ମଦ ଶାମି ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର […]

sunny

sunny

Ranjit Kumar Jena
  • Published: Sunday, 20 December 2020
  • Updated: 21 December 2020, 11:28 AM IST

Sports

Latest News

ନୂଆଦିଲ୍ଲୀ: ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ୩୬ ରନର ଲଜ୍ଜାଜନକ ସ୍କୋର ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ନିକଟରୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏଥିସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏହି ପରାଜୟ ପରେ ଭାରତର ସମସ୍ୟା ଆହୁରି ବଢ଼ିଯାଇଛି। କାରଣ ଏବେ ଭାରତକୁ ଆଗକୁ ବଡ଼ ଝଟକା ଲାଗିଛି। ପେସ୍ ବୋଲର ମହମ୍ମଦ ଶାମି ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ବାକି ତିନୋଟି ମୁକାବିଲାରୁ ବାଦ୍ ପଡ଼ିଛନ୍ତି।

ଶାମିଙ୍କ ବାଦ୍ ପଡ଼ିବା ପରେ ଏବେ ଭାରତକୁ ବଡ଼ ଝଟକା ଲାଗିଛି। ଶାମିଙ୍କୁ ବାଦ୍ ପଡ଼ିବା ନେଇ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ଗାଭାସ୍କରଙ୍କ ମତରେ ଶାମିଙ୍କ ବାଦ୍ ପଡ଼ିବା ଭାରତ ପାଇଁ ବଡ଼ କ୍ଷତି। ଏଭଳି ସ୍ଥିତିରେ ଯଦି ଈଶାନ୍ତ ଶର୍ମା ଫିଟ୍ ଅଛନ୍ତି, ତାହେଲେ ବିଳମ୍ବ ନକରି ତାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଦରକାର। ବର୍ତ୍ତମାନ ପରିସ୍ଥିତିରେ ଈଶାନ୍ତଙ୍କର ବୋଲିଂ କରିବା ନିହାତି ଆବଶ୍ୟକ।

ଗାଭାସ୍କର ଆହୁରି କହିଛନ୍ତି, ଯଦି ଈଶାନ୍ତ ଶର୍ମା ଦିନକୁ ୨୦ ଓଭର ବୋଲିଂ କରିବାକୁ ସମର୍ଥ, ତାହେଲେ ତାଙ୍କୁ ପଠାଇବା ନିହାତି ଜରୁରୀ। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଈଶାନ୍ତ ଶେଷ ଦୁଇଟି ଟେଷ୍ଟ ଖେଳିପାରିବେ। ଯଦିବି ଈଶାନ୍ତ ଅନଫିଟ୍ ଅଛନ୍ତି, ତାହେଲେ ଗୋଟିଏ ଚାନ୍ସ ନେବାକୁ ପଡ଼ିବ, କାରଣ ଭାରତ ପାଖରେ ଆଉ କୌଣସି ଶୀର୍ଷସ୍ତରୀୟ ବୋଲର ନାହାନ୍ତି।

ସୂଚନାଯୋଗ୍ୟ, ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ପ୍ୟାଟ୍ କମିନ୍ସଙ୍କ ବଲରେ ଶାମିଙ୍କ ରିଷ୍ଟରେ ଆଘାତ ଲାଗିଥିଲା। ଯାହା ପରେ ଶାମିଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା। ଏହିପରି ଭାବେ ଭାରତୀୟ ଇନିଂସ୍ ୨୧.୨ ଓଭରରେ ୩୬ ରନର ଲଜ୍ଜାଜନକ ସ୍କୋରରେ ଶେଷ ହୋଇଥିଲା। ପରେ ଶାମିଙ୍କ ହାତର ସ୍କାନ୍ କରାଯାଇଥିଲା, ଯେଉଁଥିରେ ଜଣାପଡ଼ିଥିଲା ଯେ ତାଙ୍କ ରିଷ୍ଟର ହାଡ଼ ଭାଙ୍ଗିଯାଇଛି। ଭାରତ ପାଖରେ ଏବେ ନଭଦୀପ ସାଇନି ଓ ମହମ୍ମଦ ସିରାଜଙ୍କ ଭଳି ପେସ୍ ବୋଲର ଅଛନ୍ତି, କିନ୍ତୁ ସେମାନଙ୍କ ପାଖରେ ଶାମିଙ୍କ ଭଳି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ କଲା ଭଳି ଧାର ନାହିଁ।

ଅଧିକ ପଢ଼ନ୍ତୁ : ଟିମ୍‌ ଇଣ୍ଡିଆ ପାଇଁ ସର୍ବଦା ମନେ ରହିବ ଡିସେମ୍ବର ୧୯, ଜାଣନ୍ତୁ ଏହି ଦୁଇ କାରଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story