ଇନିଂସ୍ ଘୋଷଣା କଲା ଭାରତ; ଭଲ ଖେଳିଲେ ରୋହିତ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଛି ଭାରତ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଅଷ୍ଟ୍ରେଲିଆ ଆଜି ତା’ର ପ୍ରଥମ ଇନିଂସ୍‌ରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୮ ରନ୍ କରିଛି। ଗତକାଲିର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର […]

rohit

rohit

Jitendra Garnayak
  • Published: Thursday, 27 December 2018
  • Updated: 27 December 2018, 02:36 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଛି ଭାରତ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଅଷ୍ଟ୍ରେଲିଆ ଆଜି ତା’ର ପ୍ରଥମ ଇନିଂସ୍‌ରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୮ ରନ୍ କରିଛି।

ଗତକାଲିର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗେଇ ନେଇଥିଲେ। ୬୯ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। ସେ ୩୧୯ ବଲ୍‌ରୁ ୧୦ ଚୌକା ସହାୟତାରେ ୧୦୬ ରନ୍ କରି ପ୍ୟାଟ୍ କମିନ୍‌ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଅଧିନାୟକ ବିରାଟ କୋହଲି ଆଜି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। ସେ ୨୦୪ ବଲ୍‌ରେ ୮୨ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲ୍‌ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ଭଲ ଖେଳିଥିଲେ। ସେ ୧୧୪ ବଲ୍‌ରେ ୬୩ ରନ୍ କରି ଅପରାଜିତ ରହିଥିଲେ। ଟେଷ୍ଟରେ ଏହା ହେଉଛି ରୋହିତଙ୍କ ଦଶମ ଅର୍ଦ୍ଧଶତକ।

ୱିକେଟ୍ କିପର ରିଷଭ ପନ୍ତ ୭୬ ବଲ୍‌ରୁ ୩୯ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଜାଡେଜା ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି ଇନିଂସ୍ ଘୋଷଣା କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍‌ସ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୨ଟି ଓ ଜୋଶ୍ ହେଜେଲଉଡ୍‌ ଏବଂ ନେଥନ ଲାୟନ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story