ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତ ୪୮୮ରେ ଅଲ୍‌ ଆଉଟ୍‌

ରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲଣ୍ଡ ୧୬୩ ରନ୍‌ ଲିଡ୍‌ରେ ଆଗୁଆ ରହିଛି। ଆଜି ଭାରତ ତା’ର ଅସମାପ୍ତି ଇନିଂସ୍‌ ଆରମ୍ଭ କରି ୪୮୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ମୁରଲୀ ବିଜୟ ୧୨୬ ରନ୍, ଗୌତମ ଗମ୍ଭୀର ୨୯ ରନ୍‌, ଚେତେଶ୍ୱର ପୂଜାରା ୧୨୪ ରନ୍, ଅମିତ ମିଶ୍ରା ଶୂନ, ଅଧିନାୟକ ବିରାଟ କୋହଲି ୪୦ ରନ୍‌, ଆଜିଙ୍କ୍ୟ ରାହାଣେ ୧୩, ଆର୍‌ ଅଶ୍ୱିନୀ ୭୦ […]

india-team

india-team

Rakesh Mallick
  • Published: Saturday, 12 November 2016
  • Updated: 13 November 2016, 06:42 PM IST

Sports

Latest News

ରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲଣ୍ଡ ୧୬୩ ରନ୍‌ ଲିଡ୍‌ରେ ଆଗୁଆ ରହିଛି। ଆଜି ଭାରତ ତା’ର ଅସମାପ୍ତି ଇନିଂସ୍‌ ଆରମ୍ଭ କରି ୪୮୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ମୁରଲୀ ବିଜୟ ୧୨୬ ରନ୍, ଗୌତମ ଗମ୍ଭୀର ୨୯ ରନ୍‌, ଚେତେଶ୍ୱର ପୂଜାରା ୧୨୪ ରନ୍, ଅମିତ ମିଶ୍ରା ଶୂନ, ଅଧିନାୟକ ବିରାଟ କୋହଲି ୪୦ ରନ୍‌, ଆଜିଙ୍କ୍ୟ ରାହାଣେ ୧୩, ଆର୍‌ ଅଶ୍ୱିନୀ ୭୦ ରନ୍‌, ରିଦ୍ଧିମାନ ସାହା ୩୫ ରନ୍‌, ଜାଡେଜା ୧୨ ଓ ଉମେଶ ଯାଦବ ୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମହମ୍ମଦ ସାମୀ ୮ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

ଇଂଲଣ୍ଡ ପକ୍ଷରୁ ଏ.ୟୁ ରସିଦ୍‌ ୪ଟା, ଜେଡ୍‌.ଏସ୍‌ ଆନ୍‌ସାରି ୨ଟା, ଏମ୍‌.ଏମ୍‌. ଅଲ୍ଲୀ ୨ଟା, ବ୍ରୋଡ୍‌ ଓ ବି.ଏ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ୍‌ ହରାଇ ଇଂଲଣ୍ଡ ୧୧୪ ରନ୍‌ କରିଛି। ଅଧିନାୟକ ଆଲିଷ୍ଟର କୁକ ୪୬ ଓ ଏଚ୍‌ ହମ୍ମିଦ୍‌ ୬୨ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story