୧୬ ପଦକ ସହ ଭାରତର ଅଭିଯାନ ଶେଷ

ସିଆନ୍ (ଚାଇନା): ଏଠାରେ ଚାଲିଥିବା ଏସିଆନ୍ ରେସଲିଂ ଚାମ୍ପିଅନଶିପର ଅନ୍ତିମ ଦିବସରେ ଭାରତର ଗ୍ରୀକୋ-ରୋମନ୍ ରେସଲର୍ ହରପ୍ରୀତ ସିଂହ ଓ ଜ୍ଞାନେନ୍ଦ୍ର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଭାରତ ମୋଟ ୧୬ ପଦକ ସହ ଚାମ୍ପିଅନଶିପରେ ତା’ର ଅଭିଯାନ ଶେଷ କରିଛି, ଯେଉଁଥିରେ ପୁରୁଷ ଫ୍ରିଷ୍ଟାଇଲ୍ ରେସଲର୍ ୮ (୧ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ) ପଦକ, ମହିଳା ରେସଲର୍ ୭ (୪ ରୌପ୍ୟ, ୩ ବ୍ରୋଞ୍ଜ) ପଦକ ଏବଂ […]

harpreet

harpreet

Hemant Lenka
  • Published: Sunday, 28 April 2019
  • Updated: 28 April 2019, 08:49 PM IST

Sports

Latest News

ସିଆନ୍ (ଚାଇନା): ଏଠାରେ ଚାଲିଥିବା ଏସିଆନ୍ ରେସଲିଂ ଚାମ୍ପିଅନଶିପର ଅନ୍ତିମ ଦିବସରେ ଭାରତର ଗ୍ରୀକୋ-ରୋମନ୍ ରେସଲର୍ ହରପ୍ରୀତ ସିଂହ ଓ ଜ୍ଞାନେନ୍ଦ୍ର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏଥିସହ ଭାରତ ମୋଟ ୧୬ ପଦକ ସହ ଚାମ୍ପିଅନଶିପରେ ତା'ର ଅଭିଯାନ ଶେଷ କରିଛି, ଯେଉଁଥିରେ ପୁରୁଷ ଫ୍ରିଷ୍ଟାଇଲ୍ ରେସଲର୍ ୮ (୧ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ) ପଦକ, ମହିଳା ରେସଲର୍ ୭ (୪ ରୌପ୍ୟ, ୩ ବ୍ରୋଞ୍ଜ) ପଦକ ଏବଂ ଗ୍ରୀକୋ-ରୋମନରେ ଗୋଟିଏ ବ୍ରୋଞ୍ଜ ପଦକ ସାମିଲ୍ ଅଛି।

ହରପ୍ରୀତ କ୍ୱାର୍ଟରଫାଇନାଲରେ କିର୍ଗିଜସ୍ତାନର ବୁର୍ଗୋ ବେଶାଲିଏଭଙ୍କୁ ୫-୧ରେ ପରାସ୍ତ କରିଥିବା ବେଳେ ସେମିଫାଇନାଲରେ ଚାଇନାର ହାଇତାଓ କିଆନଙ୍କୁ ୧୦-୧ରେ ପରାସ୍ତ କରିଥିଲେ। କିନ୍ତୁ ଫାଇନାଲରେ ସେ ଇରାନର ସଇଦ ମୋରାଦ ଅବ୍ଦଭାଲିଙ୍କଠାରୁ ୦-୮ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଏହା ପୂର୍ବରୁ ଜ୍ଞାନେନ୍ଦ୍ର କ୍ୱାର୍ଟରରେ ଜୋର୍ଡାନ୍ ଅଲି ଆବେଦ୍ ଅଲନାସେର ଅଲି ଆବୁସେଫଙ୍କୁ ୯-୧ରେ ପରାସ୍ତ କରିଥିଲେ, କିନ୍ତୁ ସେମିରେ ସେ ଉଜବେକିସ୍ତାନର ଇସଲୋମଜୋନ୍ ବାଖରାମୋଭଙ୍କଠାରୁ ୦-୯ରେ ହାରିଯାଇଥିଲେ। ତେବେ ସେ ତାଇପେଇର ଜୁଇ ଚି ହୁଆଙ୍ଗଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story