ସୁଲତାନ୍‌ ଜୋହର ହକିରେ ଭାରତର ପ୍ରଥମ ପରାଜୟ

ଜୋହର ବାହରୁ (ମ୍ୟାଲେସିଆ): ଏଠାରେ ଚାଲିଥିବା ୮ମ ସୁଲତାନ୍‌ ଜୋହର କପ୍‌ ହକି ଟୁର୍ଣ୍ଣାମେଣ୍ଟ୍‌ ଟିମ୍‌ ଇଣ୍ଡିଆର ଜୁନିୟର ବାହିନୀ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଥିବା ମେନ୍‌ ଇନ୍‌ ବ୍ଲ୍ୟୂ ଆଜି ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଅନ୍ତିମ୍‌ ଲିଗ୍‌ ମ୍ୟାଚ୍‌ରେ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ପୂର୍ବରୁ ଲଗାତର ୪ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ହାସଲ କରି ଭାରତର ଜୁନିୟର୍‌ ପୁରୁଷ ହକି ଦଳ ଫାଇନାଲ୍‌ରେ ନିଜ […]

h

h

Hemant Lenka
  • Published: Friday, 12 October 2018
  • Updated: 12 October 2018, 11:51 PM IST

Sports

Latest News

ଜୋହର ବାହରୁ (ମ୍ୟାଲେସିଆ): ଏଠାରେ ଚାଲିଥିବା ୮ମ ସୁଲତାନ୍‌ ଜୋହର କପ୍‌ ହକି ଟୁର୍ଣ୍ଣାମେଣ୍ଟ୍‌ ଟିମ୍‌ ଇଣ୍ଡିଆର ଜୁନିୟର ବାହିନୀ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଥିବା ମେନ୍‌ ଇନ୍‌ ବ୍ଲ୍ୟୂ ଆଜି ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଅନ୍ତିମ୍‌ ଲିଗ୍‌ ମ୍ୟାଚ୍‌ରେ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ପୂର୍ବରୁ ଲଗାତର ୪ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ହାସଲ କରି ଭାରତର ଜୁନିୟର୍‌ ପୁରୁଷ ହକି ଦଳ ଫାଇନାଲ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିସାରିଛି।

ଗ୍ରେଟ୍‌ ବ୍ରିଟେନ୍‌ ଆଜି ଭାରତକୁ ହରାଇଥିଲେ ହେଁ ୫ଟି ମ୍ୟାଚ୍‌ରୁ ୩ ବିଜୟ ସହ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଆଜିର ମ୍ୟାଚ୍‌ ଆରମ୍ଭରୁ ମନଦୀପ ମୋରଙ୍କ ନେତୃତ୍ୱରେ ଜୁନିଅର ହକି ବାହିନୀ ଗ୍ରେଟ୍‌ ବ୍ରିଟେନ୍‌ର ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ଏଭଳି ଆକ୍ରମଣାତ୍ମା ରଣନୀତି ଯୋଗୁ ମ୍ୟାଚ୍‌ର ୫ ମିନିଟ୍‌ ମଧ୍ୟରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ତେବେ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣରକୁ ବିଷ୍ଣୁକାନ୍ତ ସିଂହ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।

ତେବେ ଗତଥରର ରର୍ନସ୍‌ ଅପ୍‌ ଗ୍ରେଟ୍‌ ବ୍ରିଟେନ୍‌ ଏହାର ଗୋଟିଏ ମିନିଟ୍‌ ପରେ ପାଲଟା ଆକ୍ରମଣ କରି ଭାରତ ସହ ଗୋଲ୍‌ ସ୍ଥିତି ବରାବର କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କ୍ୟାମେରନ୍‌ ଗୋଲଡେନ୍‌ ଏହି ଗୋଲ୍‌ ସ୍କୋର କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ପ୍ରଥମ ପେନାଲ୍ଟି କର୍ଣ୍ଣର ବେକାର ଯାଇଥିଲା। ୨୦ ତମ ମିନିଟରେ ଓଡ଼ିଶା ଖେଳାଳି ଶିଳାନନ୍ଦ ଲାକ୍ରା ଗୋଲ୍‌ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ।

ଏହା ପରେ କିନ୍ତୁ ଗ୍ରେଟ୍‌ ବ୍ରିଟେନ୍‌ର ଦବ୍‌ଦବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୩୯ ତମ ମିନିଟ୍‌ରେ ଷ୍ଟୁଆର୍ଟ ରୁଶମେର୍‌ ଗୋଲ୍‌ ଦେଇ ପୁଣି ସ୍ଥିତି ବରାବର କରିଦେଇଥିଲେ। ଏହାପରେ କ୍ରମାଗତ ଭାବେ ଇଂଲିଶ ଖେଳାଳିମାନେ ଭାରତୀୟ ଡିଫେନ୍ସକୁ ଚାପରେ ରଖିଥିଲେ। ଏହାର ସୁଯୋଗ ନେଇ ଦଳ ୫୧ ତମ ମିନିଟ୍‌ରେ ପୁଣିଥରେ ଭାରତକୁ ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲା। ଗ୍ରେଟ୍‌ ବ୍ରିଟେନ୍‌କୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ଏଡୱାର୍ଡ ୱେ ଗୋଲ୍‌ରେ ପରିଣତ କରି ଦଳକୁ ୩-୨ରେ ଆଗୁଆ କରିଦେଇଥିଲେ।

ଏହାପରେ ଭାରତୀୟ ଜୁନିୟର୍‌ ବାହିନୀ ବାରମ୍ବାର ଆକ୍ରମଣ କରିଥିଲେ ହେଁ ଇଂଲିଶ ଡିଫେନ୍ସ ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲା। ଫଳରେ ଦଳକୁ ୨-୩ ଗୋଲ୍‌ରେ ପରାଜୟ ବରଣ କରିବାକୁ ପଡ଼ିଛି।

ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story