ଷଡଦେଶୀୟ ହକି: ଅସନ୍ତାକାଲି ଆର୍ଜେଣ୍ଟିନାକୁ ଭେଟିବ ଭାରତ

ଭାଲେନ୍‌ସିଆ: ଷଡଦେଶୀୟ ହକି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଭାରତ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ। ଗତକାଲି ନ୍ୟୁଜିଲାଣ୍ଡଠାରୁ ଭାରତ ୦-୧ରେ ପରାଜିତ ହୋଇଥିବା ବେଳେ ଆସନ୍ତାକାଲି ମ୍ୟାଚ୍‌ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏଫ୍‌ଆଇଏଚ୍‌ ମାନ୍ୟତାରେ ଆର୍ଜେଣ୍ଟିନା ଉପରେ ଭାରତ ରହିଛି। ତେଣୁ ଦଳର ମନୋବଳ ଦୃଢ ରହିଛି।  ଗତକାଲି ମ୍ୟାଚ୍‌ ଆରମ୍ଭ ହେବାର ୧୮ ମିନିଟ୍‌ରେ ଷ୍ଟିଫେନ୍‌ ଜେନନେସ୍‌ ଗୋଟିଏ ଗୋଲ ଦେଇଥିଲେ କିନ୍ତୁ ଭାରତ ପକ୍ଷରୁ କୌଣସି ଗୋଲ ଦେଇପାରି ନ ଥିଲେ। ପୂର୍ବରୁ […]

Hockey-stick-and-ball

Hockey-stick-and-ball

Rakesh Mallick
  • Published: Friday, 01 July 2016
  • Updated: 01 July 2016, 06:35 PM IST

Sports

Latest News

ଭାଲେନ୍‌ସିଆ: ଷଡଦେଶୀୟ ହକି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଭାରତ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ। ଗତକାଲି ନ୍ୟୁଜିଲାଣ୍ଡଠାରୁ ଭାରତ ୦-୧ରେ ପରାଜିତ ହୋଇଥିବା ବେଳେ ଆସନ୍ତାକାଲି ମ୍ୟାଚ୍‌ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏଫ୍‌ଆଇଏଚ୍‌ ମାନ୍ୟତାରେ ଆର୍ଜେଣ୍ଟିନା ଉପରେ ଭାରତ ରହିଛି। ତେଣୁ ଦଳର ମନୋବଳ ଦୃଢ ରହିଛି।  ଗତକାଲି ମ୍ୟାଚ୍‌ ଆରମ୍ଭ ହେବାର ୧୮ ମିନିଟ୍‌ରେ ଷ୍ଟିଫେନ୍‌ ଜେନନେସ୍‌ ଗୋଟିଏ ଗୋଲ ଦେଇଥିଲେ କିନ୍ତୁ ଭାରତ ପକ୍ଷରୁ କୌଣସି ଗୋଲ ଦେଇପାରି ନ ଥିଲେ।

ପୂର୍ବରୁ ଦଳ ଜର୍ମାନୀଠାରୁ ୦-୪ରେ ପରାଜିତ ହୋଇଥିଲା। ଏହା ପୂର୍ବରୁ ଭାରତ ୨-୧ରେ ଆୟାର୍ଲାଣ୍ଡକୁ ପରାଜିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story