ଫାଇନାଲ୍ ଟିକେଟ୍ ପାଇଁ ଟିମ୍ ଇଣ୍ଡିଆକୁ ମିଳିଲା ୨୪୦ ରନର ଟାର୍ଗେଟ୍

ମ୍ୟାଞ୍ଚେଷ୍ଟର୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପ୍ ସେମିଫାଇନାଲ୍ ମୁକାବିଲା ମଙ୍ଗଳବାର ବର୍ଷା ଯୋଗୁ ଅଧାରୁ ବନ୍ଦ ରହିଥିଲା। ତେବେ ବୁଧବାର ମ୍ୟାଚ୍ ଯେଉଁଠାରେ ଅଟକିଥିଲା, ସେହିଠାରୁ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଆଜି ସ୍ଲଗ୍ ଓଭରରେ ଭାରତର ଦୁଇ ପ୍ରମୁଖ ପେସରଙ୍କୁ ସାମ୍ନା କରିନପାରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଛି। ଫଳରେ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ନିର୍ଦ୍ଧାରିତ ଓଭରରେ ୨୪୦ ରନ୍ କରିବାକୁ ପଡ଼ିବ। କିୱି ଟିମ୍ […]

ss

ss

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 03:23 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପ୍ ସେମିଫାଇନାଲ୍ ମୁକାବିଲା ମଙ୍ଗଳବାର ବର୍ଷା ଯୋଗୁ ଅଧାରୁ ବନ୍ଦ ରହିଥିଲା। ତେବେ ବୁଧବାର ମ୍ୟାଚ୍ ଯେଉଁଠାରେ ଅଟକିଥିଲା, ସେହିଠାରୁ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଆଜି ସ୍ଲଗ୍ ଓଭରରେ ଭାରତର ଦୁଇ ପ୍ରମୁଖ ପେସରଙ୍କୁ ସାମ୍ନା କରିନପାରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଛି। ଫଳରେ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ନିର୍ଦ୍ଧାରିତ ଓଭରରେ ୨୪୦ ରନ୍ କରିବାକୁ ପଡ଼ିବ।

କିୱି ଟିମ୍ ପକ୍ଷରୁ ରସ୍ ଟେଲର ସର୍ବାଧିକ ୭୪ (୯୦ ବଲ୍, ୩ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ପୂର୍ବଦିନ ଅପରାଜିତ ଥିବା ଅନ୍ୟତମ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ ମାତ୍ର ୧୧ ରନ୍ କରି ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମ୍ୟାଟ୍ ହେନରୀ (୧)ଙ୍କୁ ମଧ୍ୟ ଭୁବି ଆଉଟ୍ କରି ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ୬୭ ରନ୍ କରିଥିବା ବେଳେ ମାର୍ଟିନ୍ ଗପ୍ଟିଲ୍ (୧), ହେନରୀ ନିକୋଲ୍ସ (୨୮), ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମିଚେଲ୍ ସାଣ୍ଟନର୍ ୯ ଓ ଟ୍ରେଣ୍ଟ୍ ବୋଲ୍ଟ ୩ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ଟି, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story