ଦୁଲୀପ ଟ୍ରଫି କବଜା କଲା ଇଣ୍ଡିଆ ରେଡ୍‌

ନୂଆଦିଲ୍ଲୀ: ଅପ୍‌ ସ୍ପିନର ଅକ୍ଷୟ ୱାଖରେଙ୍କ ଘାତକ ବୋଲିଂ ଯୋଗୁ ଇଣ୍ଡିଆ ରେଡ୍‌ ପ୍ରତିପକ୍ଷ ଇଣ୍ଡିଆ ଗ୍ରୀନ୍‌କୁ ପରାସ୍ତ କରି ଦୁଲୀପ ଟ୍ରଫି କବଜା କରିଛି। ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଆ ଗ୍ରୀନ୍‌ ୧୧୯ ରନ୍‌ କରି ଅଲଆଉଟ୍‌ ହୋଇଯିବାରୁ ଇଣ୍ଡିଆ ରେଡ୍‌ ଫାଇନାଲ ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୩୮ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଆ ଗ୍ରୀନ ତା’ର ପ୍ରଥମ ଇନିଂସରେ ୨୩୧ ରନ୍‌ କରିଥିଲା। ଏହାର ଜବାବରେ ଇଣ୍ଡିଆ ରେଡ୍‌ ବିଶାଳ ୩୮୮ […]

gh

gh

Hemant Lenka
  • Published: Saturday, 07 September 2019
  • Updated: 07 September 2019, 06:33 PM IST

Sports

Latest News

ନୂଆଦିଲ୍ଲୀ: ଅପ୍‌ ସ୍ପିନର ଅକ୍ଷୟ ୱାଖରେଙ୍କ ଘାତକ ବୋଲିଂ ଯୋଗୁ ଇଣ୍ଡିଆ ରେଡ୍‌ ପ୍ରତିପକ୍ଷ ଇଣ୍ଡିଆ ଗ୍ରୀନ୍‌କୁ ପରାସ୍ତ କରି ଦୁଲୀପ ଟ୍ରଫି କବଜା କରିଛି। ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଆ ଗ୍ରୀନ୍‌ ୧୧୯ ରନ୍‌ କରି ଅଲଆଉଟ୍‌ ହୋଇଯିବାରୁ ଇଣ୍ଡିଆ ରେଡ୍‌ ଫାଇନାଲ ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୩୮ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଆ ଗ୍ରୀନ ତା’ର ପ୍ରଥମ ଇନିଂସରେ ୨୩୧ ରନ୍‌ କରିଥିଲା। ଏହାର ଜବାବରେ ଇଣ୍ଡିଆ ରେଡ୍‌ ବିଶାଳ ୩୮୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଆଜି ମ୍ୟାଚ୍‌ର ଶେଷ ଦିନରେ ସ୍ଥିତି ରୋମାଞ୍ଚକର ହୋଇଥିଲା।

ଗତକାଲି ଇଣ୍ଡିଆ ରେଡ୍‌ ୩୪୫/୬ରୁ ଖେଳ ଆରମ୍ଭ କରିଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଆଦିତ୍ୟ ସରଭାତେ(୩୦) ଓ ଜୟଦେବ ଉନାଦକତ (୧୦) ଆଜି ଏହି ସ୍କୋରରେ ଯଥାକ୍ରମେ ୮ ଓ ୨୨ ରନ ଯୋଡ଼ିବା ପରେ ଆଉଟ୍‌ ହୋଇଯାଇଥିଲେ।

ଶେଷରେ ଇଣ୍ଡିଆ ରେଡ୍‌ ୩୮୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଇଣ୍ଡିଆ ରେଡ୍‌ ପକ୍ଷରୁ ଅଭିମନ୍ୟୁ ଈଶ୍ୱରନ୍‌ ୧୫୩ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଈଶାନ କିଷନ(୩୯), ଆଦିତ୍ୟ(୩୮) ରନ୍‌ କରିଥିଲେ।

ଇଣ୍ଡିଆ ରେଡ୍‌ ୩୮୮ ରନ୍‌ କରିଥିବାରୁ ଇଣ୍ଡିଆ ଗ୍ରୀନ୍‌ର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୧୫୭ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଆଜି ଶେଷ ଦିନ ଥିବାରୁ କେବଳ ମ୍ୟାଚ୍‌ ବଞ୍ଚାବାକୁ ଇଣ୍ଡିଆ ଗ୍ରୀନ୍‌ ଲକ୍ଷ୍ୟ ରଖିଥିଲା। ହେଲେ ଅକ୍ଷୟ ଓ ଅଭେସ ଖାନ୍‌ଙ୍କ ଖାତ ବୋଲିଂ ଆଗରେ ଇଣ୍ଡିଆ ଗ୍ରୀନ୍‌ର ବ୍ୟାଟସ୍‌ମ୍ୟାନ୍‌ ତିଷ୍ଟି ପାରି ନଥିଲେ।

କେବଳ ସିଦ୍ଧେଶ ଲାଡ(୪୨) ଓ ଅକ୍ଷତ ରେଡ୍ଡୀ(୩୩)ଙ୍କୁ ଛାଡ଼ି ଦେଲେ ଇଣ୍ଡିଆ ଗ୍ରୀନ୍‌ର କୌଣସି ବ୍ୟାଟସ୍‌ମ୍ୟାନ୍‌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଅକ୍ଷୟ ୧୩ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିବା ବେଳେ ଖାନ୍‌ ୩୮ ରନ୍‌ରେ ୩ଟି ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story