ପ୍ରଥମ ଦିନିକିଆ: ଭାରତ ଆଗରେ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ

ଡବ୍ରାନ: ଡବ୍ରାନରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୨୬୯ ରନ୍‌ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୨.୩ ଓଭରରେ ଭାରତ ୨ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ରୋହିତ ଶର୍ମା ୨୦ ରନ୍‌ କରି ମୋରକେଲଙ୍କ ଶିକାର ହୋଇଥିବା ବେଳେ ଶିଖର ଧାୱନ ୩୫ ରନ୍‌ କରି ରନ୍‌ ଆଉଟ୍‌ ହୋଇଛନ୍ତି। ଅଧିନାୟକ ବିରାଟ କୋହଲ ୧୧ ଏବଂ ଆଜ୍ୟଙ୍କ ରାହାଣେ […]

india

india

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 09:56 PM IST

Sports

Latest News

ଡବ୍ରାନ: ଡବ୍ରାନରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୨୬୯ ରନ୍‌ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୨.୩ ଓଭରରେ ଭାରତ ୨ ୱିକେଟ୍‌ ହରାଇ ୬୭ ରନ୍‌ କରିଛି। ରୋହିତ ଶର୍ମା ୨୦ ରନ୍‌ କରି ମୋରକେଲଙ୍କ ଶିକାର ହୋଇଥିବା ବେଳେ ଶିଖର ଧାୱନ ୩୫ ରନ୍‌ କରି ରନ୍‌ ଆଉଟ୍‌ ହୋଇଛନ୍ତି। ଅଧିନାୟକ ବିରାଟ କୋହଲ ୧୧ ଏବଂ ଆଜ୍ୟଙ୍କ ରାହାଣେ କୌଣସି ରନ୍‌ ନକରି ଅପରାଜିତ ଅଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଦୁଇ ଓପନର ବେଶି କିଛି କରିପାରି ନଥିବା ବେଳେ ଫାଷ୍ଟ ଡାନ୍‌ରେ ଆସିଥିବା ଅଧିନାୟକ ଏଫ୍‌. ଡୁ. ପ୍ଲେସିସ୍‌ ୧୨୦ ରନ୍‌ର ଧୂଆଁଧାର ଇଂନିସ୍‌ ଖେଳିଥିଲେ। ଏଥିରେ ୧୧ଟି ଚୌକା ଓ ୨ଟି ଛକା ସାମିଲ ରହିଛି।

ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଛନ୍ତି। ୱାଇ. ଚହଲଙ୍କୁ ୨ଟି ୱିକେଟ୍‌ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଏବଂ ଜସ୍‌ପ୍ରିତ ବୁମ୍ରା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story