ସୁଲତାନ୍‌ ଆଜ୍‌ଲାନ୍‌ ଶାହରେ ରୌପ୍ୟ ଜିତିବା ପରେ ସ୍ୱଦେଶ ଫେରିଲା ଭାରତୀୟ ଦଳ

ନୂଆଦିଲ୍ଲୀ: ମାଲେସିଆରେ ଅନୁଷ୍ଠିତ ସୁଲତାନ୍‌ ଆଜ୍‌ଲାନ୍‌ ଶାହ କପ୍‌ରେ ରୌପ୍ୟ ପଦକ ଜିତିବା ପରେ ଆଜି ସ୍ୱଦେଶ ଫେରିଛି ଭାରତୀୟ ପୁରୁଷ ହକି ଦଳ। ୨୦୧୦ ପରେ ଚଳିତ ବର୍ଷ ଦଳର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଜାପାନ୍‌, କାନାଡା, ପାକିସ୍ତାନ ଓ ମାଲେସିଆକୁ ହରାଇ ଫାଇନାଲରେ ଭେଟିଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଦଳ ଅଷ୍ଟ୍ରେଲିଆଠାରୁ ୫-୦ରେ ପରାଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତି ଭାରତୀୟ ଦଳ ବିଶ୍ୱ ହକିରେ ସ୍ୱତନ୍ତ୍ର […]

Sardar_Singh

Sardar_Singh

Rakesh Mallick
  • Published: Monday, 18 April 2016
  • Updated: 18 April 2016, 12:24 PM IST

ନୂଆଦିଲ୍ଲୀ: ମାଲେସିଆରେ ଅନୁଷ୍ଠିତ ସୁଲତାନ୍‌ ଆଜ୍‌ଲାନ୍‌ ଶାହ କପ୍‌ରେ ରୌପ୍ୟ ପଦକ ଜିତିବା ପରେ ଆଜି ସ୍ୱଦେଶ ଫେରିଛି ଭାରତୀୟ ପୁରୁଷ ହକି ଦଳ।

୨୦୧୦ ପରେ ଚଳିତ ବର୍ଷ ଦଳର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଜାପାନ୍‌, କାନାଡା, ପାକିସ୍ତାନ ଓ ମାଲେସିଆକୁ ହରାଇ ଫାଇନାଲରେ ଭେଟିଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଦଳ ଅଷ୍ଟ୍ରେଲିଆଠାରୁ ୫-୦ରେ ପରାଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତି ଭାରତୀୟ ଦଳ ବିଶ୍ୱ ହକିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଏହି ଦଳରେ ବହୁ ଯୁବ ଖେଳାଳି ରହିଥିବାରୁ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ଗୋଲ ଦେଇଥିଲେ।

ଭାରତରେ ପହଞ୍ଚିବା ପରେ ଦଳର ଅଧିନାୟକ ସର୍ଦ୍ଦାର ସିଂହ କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳି ବେଶ୍ କିଛି ଶିଖିବାକୁ  ପାଇଛନ୍ତି। ପ୍ରଥମ ଥର ପାଇଁ ସିନିୟର ଟିମ୍‌ରେ ସହ ଏହି ଯୁବଖେଳାଳି ଖେଳୁଥିବାରୁ ବହୁତ କିଛି ଅଭିଜ୍ଞତା ହାସଲ କରିଛନ୍ତି। ହରମ୍‌ନପ୍ରୀତ, ସୁରେନ୍ଦର ଓ ହରଜୀତଙ୍କ ପ୍ରଦର୍ଶନ କୌଣସି ସିନିୟର ଖେଳାଳିଙ୍କ ଠାରୁ କମ୍‌ ନ ଥିଲା। ଏହି ଯୁବ ଖେଳାଳି ମାନେ ଏବେ ଯେକୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ।”

କୋଚ୍‌ ଆର୍.ଓଲ୍ଟମ୍ୟାନ୍‌ କହିଛନ୍ତି,“ ଏହା ରିଓ ଅଲିମ୍ପିକ୍‌ ପାଇଁ ମାତ୍ର ଏକ ପ୍ରସ୍ତୁତି ଥିଲା। ଆମେ ଆମ ତ୍ରୁଟିକୁ ନରେଖି ଦେଖିଛୁ। ଏହାକୁ ସୁଧାରୀ ଅଲିମ୍ପିକ୍‌ରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୁଁ ଆଶା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story