ଭାରତ-ପାକିସ୍ତାନ ଲଢ଼େଇ: ଟିମ୍‌ ଇଣ୍ଡିଆ ଜିତିବାର ଗୁରୁମନ୍ତ୍ର କ’ଣ

ନୂଆଦିଲ୍ଲୀ: ଆସନ୍ତକାଲି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ। ମାଞ୍ଚେଷ୍ଟର ଠାରେ ଦୀର୍ଘ ୨୦ ବର୍ଷ ପରେ ଦୁଇ ଦେଶ ଲଢ଼େଇ କରିବାକୁ ଯାଉଛନ୍ତି। ଶେଷଥର ପାଇଁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ୧୯୯୯ ମସିହା ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତ ୪୭ ରନ୍‌ରେ ବାଜିମାତ କରିଥିଲା। ୨୦୧୯ରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍‌ ଖେଳିଛି। ଏହି ୧୭ଟି ମ୍ୟାଚ୍‌ରୁ ଭାରତର ଅଧିନାୟକ ବିରାଟ୍‌ କୋହଲି ୧୦ଟି ମ୍ୟାଚ୍‌ରେ […]

s

s

Hemant Lenka
  • Published: Saturday, 15 June 2019
  • Updated: 15 June 2019, 03:49 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତକାଲି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ। ମାଞ୍ଚେଷ୍ଟର ଠାରେ ଦୀର୍ଘ ୨୦ ବର୍ଷ ପରେ ଦୁଇ ଦେଶ ଲଢ଼େଇ କରିବାକୁ ଯାଉଛନ୍ତି। ଶେଷଥର ପାଇଁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ୧୯୯୯ ମସିହା ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତ ୪୭ ରନ୍‌ରେ ବାଜିମାତ କରିଥିଲା।
୨୦୧୯ରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍‌ ଖେଳିଛି। ଏହି ୧୭ଟି ମ୍ୟାଚ୍‌ରୁ ଭାରତର ଅଧିନାୟକ ବିରାଟ୍‌ କୋହଲି ୧୦ଟି ମ୍ୟାଚ୍‌ରେ ୪୦ରୁ ଅଧିକ ରନ୍‌ କରିଥିବା ବେଳେ ଭାରତ ୯ଟିରେ ବିଜୟ ଲାଭ କରିଛି। ତେଣୁ ଆସନ୍ତାକାଲି ମ୍ୟାଚ୍‌ରେ ଯଦି ବିରାଟ୍‌ ୪୦ରୁ ଅଧିକ ରନ୍‌ କରୁଛନ୍ତି, ତା’ହେଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ବିଜୟ ଲାଭ କରିବ।

ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ଆମୀର ୫ଟି ୱିକେଟ ଦଖଲ କଲେ ମଧ୍ୟ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେହିପରି ଚଳିତ ବର୍ଷ ପାକିସ୍ତାନ ପାଇଁ ସର୍ବାଧିକ ରନ୍‌ ହାସଲ କରିଥିବା ଇମାମ ଉଲ୍-ହକ୍‌ ବଡ଼ ଇନିଂସ ଖେଳିଲେ ମଧ୍ୟ ପାକିସ୍ତାନ ୬୩% ମ୍ୟାଚ୍‌ ହାରିଛି।

ଚଳିତ ବର୍ଷ ଭାରତ ୧୭ଟି ମ୍ୟାଚ୍‌ରୁ ୧୧ଟିରେ ଜିତିଥିବା ବେଳେ ପାକିସ୍ତାନ ୧୮ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବାଜିମାତ କରିଛି। ପାକିସ୍ତାନର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ଆମୀର ୧୮ଟି ମ୍ୟାଚ୍‌ରୁ ୭ଟିରେ ଖେଳିଥିଲେ। ଏହି ୭ଟି ମ୍ୟାଚ୍‌ରେ ସେ ୧୨ଟି ୱିକେଟ୍‌ ନେଇଥିଲେ ହେଁ ପାକିସ୍ତାନ ମାତ୍ର ୨ଟି ମ୍ୟାଚ୍‌ ଜିତିଛି। ସେହିପରି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୧୭ଟି ମ୍ୟାଚ୍‌ରୁ ୧୪ଟିରେ ଖେଳିଥିଲେ। ସେ ଏହି ୧୪ଟି ମ୍ୟାଚ୍‌ରେ ୨୪ଟି ୱିକେଟ୍‌ ନେଇଛନ୍ତି ଏବଂ ଭାରତ ୯ଟିରେ ବିଜୟୀ ହୋଇଛି।

୨୦୧୯ରେ ଭାରତର ବିଜୟ ସୂତ୍ର

ବିରାଟଙ୍କ ୪୦ରୁ ଅଧିକ ରନ୍‌: ବିରାଟ୍‌ ଚଳିତ ବର୍ଷ ୧୫ଟି ମ୍ୟାଚ୍‌ ଖେଳିଥିବା ବେଳେ ଏଥିରୁ ୧୦ଟି ମ୍ୟାଚ୍‌ରେ ୪୦ରୁ ଅଧିକ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଗୁଡ଼ିକ ମଧ୍ୟରୁ ଟିମ୍‌ ଇଣ୍ଡିଆ ୯୦% ଅର୍ଥାତ ୯ଟି ମ୍ୟାଚ୍‌ ଜିତିଛି।

ଧୋନି ନଟ୍‌ ଆଉଟ୍‌ ରହିବା: ଟିମ୍‌ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନି ଯେବେ ବି ନଟ୍‌ ଆଉଟ୍‌ ରହି ୫୦ ହାର୍‌ରେ ରନ୍‌ କରିଛନ୍ତି, ଭାରତ ୧୦୦% ମ୍ୟାଚ୍‌ ଜିତିଛି। ଚଳିତ ବର୍ଷ ଧୋନି ୬ଟି ମ୍ୟାଚ୍‌ରେ ୪୦ରୁ ଅଧିକ ରନ୍‌ କରିଛନ୍ତି। ଏହି ୬ଟି ଇନିଂସ୍‌ରୁ ଧୋନି ୪ଟିରେ ନଟ୍‌ ଆଉଟ୍‌ ରହିଥିଲେ। ଏହି ୪ଟି ଯାକ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଜିତିଛି।

ମିଡିଲ୍‌ ଓଭର୍‌ରେ ୧୫୦ରୁ ଅଧିକ ରନ୍‌ କରିବା: ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ଚଳିତ ବର୍ଷ ଯେଉଁ ମ୍ୟାଚ୍‌ ଗୁଡ଼ିକରେ ମିଡିଲ୍‌ ଓଭର୍‌ରେ ୧୫୦ ରନ୍‌ ହାସଲ କରିଛନ୍ତି, ସେଥି ମଧ୍ୟରୁ ୬୭% ମ୍ୟାଚ୍‌ରେ ଭାରତ ଜିତିଛି। ଏଭଳି ସ୍ଥିତି ୯ଟି ମ୍ୟାଚ୍‌ରେ ହୋଇଥିବା ବେଳେ ଭାରତ ୬ଟିରେ ବିଜୟୀ ହୋଇଛି।

ମିଡିଲ୍‌ ଓଭର୍‌ରେ ବିପକ୍ଷ ଦଳର ୫ଟି ୱିକେଟ ନେବା: ମିଡିଲ୍‌ ଓଭର୍‌ରେ ଭାରତୀୟ ବୋଲରମାନେ ଯେବେ ବି ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍‌ ନେଇଛନ୍ତି, ଭାରତ ୧୦୦% ମ୍ୟାଚ୍‌ ଜିତିଛି। ୧୭ଟି ମ୍ୟାଚ୍‌ରୁ ଭାରତୀୟ ବୋଲରମାନେ ୮ଟି ମ୍ୟାଚ୍‌ରେ ବିପକ୍ଷ ଦଳର ୫ଟି ୱିକେଟ୍‌ ଦଖଲ କରିଥିଲେ। ଏହି ସମସ୍ତ ୮ଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି।

ପ୍ରଥମ ପାୱର ପ୍ଲେରେ ୪୦ରୁ କମ୍‌ ରନ୍‌ ବ୍ୟୟ କରିବା: ଭାରତୀୟ ବୋଲରମାନେ ଯେଉଁ ମ୍ୟାଚ୍‌ରେ ପ୍ରଥମ ପାୱାର ପ୍ଲେ ଅର୍ଥାତ ପ୍ରଥମ ୧୦ ଓଭର୍‌ ମଧ୍ୟରେ ୪୦ରୁ କମ୍‌ ରନ୍‌ ଦେଇଛନ୍ତି, ଏହି ମ୍ୟାଚ୍‌ରେ ଭାରତର ବିଜୟ ୧୦୦% ରହିଛି। ଏମିତି ଘଟଣା ୫ଟି ମ୍ୟାଚ୍‌ରେ ଘଟିଛି, ଭାରତ ସବୁଥିରେ ଜିତିଛି।

ପାକିସ୍ତାନ ହାରିବାର ପ୍ରମୁଖ କାରଣ

୪୦ ରନ୍‌ ମଧ୍ୟରେ ପ୍ରଥମ ୱିକେଟ୍‌ର ପତନ: ପାକିସ୍ତାନ ଚଳିତ ବର୍ଷ ଖେଳିଥିବା ୧୮ଟି ମ୍ୟାଚ୍‌ରୁ ୧୨ଟି ମ୍ୟାଚ୍‌ରେ ପ୍ରଥମ ୱିକେଟ୍‌ ୪୦ ରନ୍‌ ମଧ୍ୟରେ ହରାଇଥିଲା। ଏହି ୧୨ଟି ଯାକ ମ୍ୟାଚ୍‌ ପାକିସ୍ତାନ ହାରିଛି। ସେହିପରି ୧୫ଟି ମ୍ୟାଚ୍‌ରେ ପାକିସ୍ତାନ ଦ୍ୱିତୀୟ ୱିକେଟ୍‌ ପାଇଁ ୧୦୦ ରନ୍‌ର ପାର୍ଟନଶିପ୍‌ କରିବାରେ ବିଫଳ ହୋଇଥିଲା। ଏଥିରୁ ୧୨ଟିରେ ପାକିସ୍ତାନ ପରାସ୍ତ ହୋଇଛି।

ପ୍ରଥମ ପାୱର ପ୍ଲେରେ ୱିକେଟ୍‌ ନ ନେବା: ପାକିସ୍ତାନ ଟିମ୍‌ ପ୍ରଥମ ପାୱାର ପ୍ଲେ(୧-୧୦ ଓଭର୍‌)ରେ ହାରାହାରି ୫୮ ରନ୍‌ ବ୍ୟୟ କରିଥାଏ। ଦଳର ୱିକେଟ ଦଖଲ କରିବା ପ୍ରତିଶତ ମାତ୍ର ୦.୮। ୧୨ଟି ମ୍ୟାଚ୍‌ରେ ପାକିସ୍ତାନର ବୋଲରମାନେ ଶୂନ କିମ୍ବା ୧ ୱିକେଟ୍‌ ନେଇଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଦଳ ୯୨% ମ୍ୟାଚ୍‌ରେ ହାରିଛି।

୨୫୦ରୁ ଅଧିକ ଟାର୍ଗେଟ ମିଳିବା: ପାକିସ୍ତାନ ଚଳିତ ବର୍ଷ ୯ଟି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଛି। ଏହା ମଧ୍ୟରୁ ୫ଟି ମ୍ୟାଚ୍‌ରେ ହିଁ ଦଳ ୨୫୦ରୁ ଅଧିକ ରନ୍‌ କରିପାରିଥିଲା ଓ ଗୋଟିଏରେ ହିଁ ବିଜୟୀ ହୋଇଥିଲା। ସେହିପରି ପାକିସ୍ତାନ ଚେଜ୍‌ କରିଥିବା ୯ଟି ମ୍ୟାଚ୍‌ରୁ ୬ଟିରେ ୨୫୦ରୁ ଅଧିକ ଟାର୍ଗେଟ ପାଇଥିଲା। ଏଥି ମଧ୍ୟରୁ ଦଳ କେବଳ ୨ଟିରେ ଜିତି ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story