ରବିବାର ୨୦୨୦ର ପ୍ରଥମ ଟି-୨୦: ବୁମ୍ରା ଓ ଧୱନଙ୍କ ଉପରେ ନଜର

ଗୌହାଟୀ: ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ଆସନ୍ତାକାଲି ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆସାମର ଗୌହାଟୀରେ ଥିବା ବରସପରା ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଆହତରୁ କମବ୍ୟାକ କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏବଂ ଓପନର ଶିଖର ଧୱନଙ୍କ ଉପରେ ଆସନ୍ତାକାଲି ସମସ୍ତଙ୍କ ନଜର ରହିବ। ୨୦୧୯ରେ ଧୱନ ଓ ବୁମ୍ରା ଏକାଧିକ ଥର ଆହତ ହୋଇଥିଲେ। […]

x

x

Hemant Lenka
  • Published: Saturday, 04 January 2020
  • Updated: 04 January 2020, 06:25 PM IST

Sports

Latest News

ଗୌହାଟୀ: ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ଆସନ୍ତାକାଲି ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆସାମର ଗୌହାଟୀରେ ଥିବା ବରସପରା ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଆହତରୁ କମବ୍ୟାକ କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏବଂ ଓପନର ଶିଖର ଧୱନଙ୍କ ଉପରେ ଆସନ୍ତାକାଲି ସମସ୍ତଙ୍କ ନଜର ରହିବ।

୨୦୧୯ରେ ଧୱନ ଓ ବୁମ୍ରା ଏକାଧିକ ଥର ଆହତ ହୋଇଥିଲେ। ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଉଭୟଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସ୍କ୍ୱାଡରେ ସାମିଲ କରାଯାଇଛି। ଆସନ୍ତାକାଲିର ମ୍ୟାଚ୍‌ରେ ରୋହିତ ଶର୍ମା ନଥିବାରୁ କେଏଲ ରାହୁଲଙ୍କ ସହ ଧୱନ ହିଁ ଇନିଂସ ଓପନ କରିବେ। ବୁମ୍ରାଙ୍କ ସହ ନବଦୀପ ସାଇନି ହିଁ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। କାରଣ ଆହତ ଯୋଗୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ସେହିପରି ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି।

ବୁମ୍ରା ଓ ଧୱନଙ୍କ ବ୍ୟତୀତ ଆସାମର ଷ୍ଟାଡିୟମ ଉପରେ ମଧ୍ୟ ନଜର ରହିଛି। କାରଣ ଏଠାରେ ବିବାଦୀୟ ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ଚାଲିଛି। ଏଥିପାଇଁ ଖେଳାଳିଙ୍କ ସୁରକ୍ଷାକୁ ଦୁଇ ଗୁଣିତ କରାଯାଇଛି।

ଧୱନ ଓ ରାହୁଲ ଇନିଂସ ଆରମ୍ଭ କରିବାକୁ ଥିବା ବେଳେ ୩ ନଂରେ ବିରାଟ କୋହଲି, ୪ନଂରେ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଆସିବେ। ପୁଣିଥରେ ରିଷଭ ପନ୍ତଙ୍କୁ ୫ନଂରେ ଦେଖିବାକୁ ମିଳିବ। ହେଲେ ବାରମ୍ବାର ବିଫଳତା ତାଙ୍କୁ କାଠଗଡ଼ାରେ ଛିଡ଼ା କରିଛି। ଆସନ୍ତାକାଲି ସେ କେମିତି ବ୍ୟାଟିଂ କରୁଛନ୍ତି, ତା’କୁ ବି ସମସ୍ତେ ଅପେକ୍ଷା କରିଛନ୍ତି।

୬ ନଂରେ ଶିବମ ଦୁବେ ଓ ୭ନଂରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବେ। ୱାଶିଂଟନ ସୁନ୍ଦରଙ୍କ ବଦଳରେ ଆସନ୍ତାକାଲିର ମ୍ୟାଚ୍‌ରେ ୟୁଜବେନ୍ଦର ଚହଲଙ୍କୁ ଦେଖିବାକୁ ମିଳିପାରେ। ସେହିପରି ଟିମ୍‌ ଇଣ୍ଡିଆ ମ୍ୟାନେଜ ମେଣ୍ଟ କୁଲଦୀପ ଯାଦବ କିମ୍ବା ଅତିରିକ୍ତ ଭାବେ ଆଉ ଜଣେ ବ୍ୟାଟସମ୍ୟାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବା କଥା ଚିନ୍ତା କରୁଛି।

ସେହିପରି ଦଳ ଆସନ୍ତାକାଲି ଦୁଇ ଦ୍ରୁତ ବୋଲର ବୁମ୍ରା ଓ ସାଇନିଙ୍କ ଯୋଡ଼ି ସହ ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତୃତୀୟ ଦ୍ରୁତ ବୋଲରର ଭୂମିକାରେ ଶିବମ ଦୁବେ ନଜର ଆସିବେ। ନଚେତ ଦଳ ଜଣେ ବ୍ୟାଟସମ୍ୟାନଙ୍କୁ ବାଦ ଦେଇ ଶର୍ଦୁଲ ଠାକୁରଙ୍କ ଖେଳାଇପାରେ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବିଜୟରୁ ତା’ର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଲସିଥ ମାଲିଙ୍ଗାଙ୍କ ଟିମ୍‌ ଶ୍ରୀଲଙ୍କାରେ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ଭଳି ବରିଷ୍ଠ ଖେଳାଳି ରହିଛନ୍ତି। ଏମାନଙ୍କ ବ୍ୟତୀତ ଦନୁଷ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, , ଦାସୁଦ୍ ଶନକା, କୁଶଲ ପରେରା, ନିରୋଶାନ୍ ଡିକୱେଲା, ଧନଞ୍ଜୟ ଡି’ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସା, ଓସାଡା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ୍‌, ଲକଶନ୍ ସାଣ୍ଡାକାନ୍‌ ଓ କାସୁନ୍ ରଜିତା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story