ଉବର କପ୍‌ ବ୍ୟାଡ୍‌ମିଣ୍ଟନ୍‌: ଅଷ୍ଟ୍ରେଲିଆକୁ ୫-୦ରେ ହରାଇଲା ଭାରତୀୟ ମହିଳା ଦଳ

କୁନ୍‌ଶାନ୍‌ : ଉବର କପ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ସୋମବାର ଅଷ୍ଟ୍ରେଲିଆକୁ ୫-୦ରେ ହରାଇଛି ସାଇନା ନେହୱାଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଦଳ। ନୁଆଦିଲ୍ଲୀରେ ଖେଳାଯାଇଥିବା ସଂସ୍କରଣରେ ଭାରତୀୟ ମହିଳା ଦଳ ଇତିହାସ ରଚିଥିଲା। ଏଥିରେ ଦଳ ୩ଟି ସିଙ୍ଗଲ୍ସ ଓ ୨ଟି ଡବଲ୍ସ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ବିଶ୍ୱମାନ୍ୟତାର ୮ମ ସ୍ଥାନରେ ଥିବା ସାଇନା ନେହୱାଲ୍‌ ବିଶ୍ୱମାନ୍ୟତାର ୭୪ତମ ସ୍ଥାନରେ ଥିବା ହୁହାନ୍‌-ୟୁ ୱେଣ୍ଡି ଚେନ୍‌ଙ୍କୁ ୨୨-୨୦, ୨୧-୧୪ରେ ହରାଇ ସିନ୍ଧୁ ଭାରତକୁ୨-୦ରେ ଆଗୁଆ […]

saina-nehwal-french-open

saina-nehwal-french-open

Rakesh Mallick
  • Published: Monday, 16 May 2016
  • Updated: 16 May 2016, 01:19 PM IST

Sports

Latest News

କୁନ୍‌ଶାନ୍‌ : ଉବର କପ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ସୋମବାର ଅଷ୍ଟ୍ରେଲିଆକୁ ୫-୦ରେ ହରାଇଛି ସାଇନା ନେହୱାଲଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଦଳ।

ନୁଆଦିଲ୍ଲୀରେ ଖେଳାଯାଇଥିବା ସଂସ୍କରଣରେ ଭାରତୀୟ ମହିଳା ଦଳ ଇତିହାସ ରଚିଥିଲା। ଏଥିରେ ଦଳ ୩ଟି ସିଙ୍ଗଲ୍ସ ଓ ୨ଟି ଡବଲ୍ସ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା।

ବିଶ୍ୱମାନ୍ୟତାର ୮ମ ସ୍ଥାନରେ ଥିବା ସାଇନା ନେହୱାଲ୍‌ ବିଶ୍ୱମାନ୍ୟତାର ୭୪ତମ ସ୍ଥାନରେ ଥିବା ହୁହାନ୍‌-ୟୁ ୱେଣ୍ଡି ଚେନ୍‌ଙ୍କୁ ୨୨-୨୦, ୨୧-୧୪ରେ ହରାଇ ସିନ୍ଧୁ ଭାରତକୁ୨-୦ରେ ଆଗୁଆ ରଖିଥିଲେ।

ବିଶ୍ୱଚାମ୍ପିଅନ୍‌ସିପ୍‌ରେ ଦୁଇ ଥର ବ୍ରୋଞ୍ଜ ପଦକ ବିଜେତା ପି.ଭି.ସିନ୍ଧୁ ଓ ଜୋଇ ଲାଇଙ୍କ ମଧ୍ୟରେ ୨୫ମିନିଟ୍‌ ଧରି ହୋଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ୨-୦ରେ ଭାରତକୁ ଆଗୁଆ ରଖିଥିଲେ।

ସେହିପରି ମହିଳା ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନପ୍ପା ଯୋଡି ୨୧-୯,୨୧-୧୫ରେ ହୁହାନ୍‌-ୟୁ ୱେଣ୍ଡି ଚେନ୍‌ ଓ ଗ୍ରୋନୟା ସୋମରଭିଲ୍ଲେଙ୍କୁ ହରାଇଛନ୍ତି।

ସିଙ୍ଗଲ୍ସରେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜୟୀନି ଆର.ଶିବାନୀ ଭାଡ୍ଡେ ୨୧-୫,୨୧-୧୧ରେ ଟି.ହୋଙ୍କୁ ପରାଜିତ କରିଥିବା ବେଳେ ସିକ୍କି ରେଡ୍ଡୀ ଏନ୍‌ ଓ ସିନ୍ଧୁ ଏଲିଆନେ ଚୋଓ ଓ ଜୋୟ ଲାଇଙ୍କୁ ୨୧-୧୨,୨୧-୧୨ରେ ହରାଇ ଭାରତକୁ ୫-୦ରେ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story