ଆମେରିକାକୁ ୨-୧ରେ ହରାଇଲା ମହିଳା ହକି ଟିମ୍‌, ଓଡ଼ିଆ ଝିଅ ଲିଲିମାଙ୍କ କମାଲ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମାନହେଇମ୍‌ ଅନ୍ତର୍ଗତ ପେନ୍‌ସିଲଭାନିଆରେ ଅନୁଷ୍ଠିତ ଭାରତ-ଆମେରିକା ଦ୍ୱିତୀୟ ମହିଳା ହକି ମ୍ୟାଚ୍‌କୁ ଆଜି ୨-୧ରେ ଜିତି ନେଇଛି ଭାରତ। ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମାଙ୍କ ଗୋଲ ବଳରେ ଆମେରିକା ବିପକ୍ଷ ମ୍ୟାଚ୍‌ ଜିତିଛି ଭାରତ। ଚାମ୍ପିଅନ୍‌ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା। ଆଜିର ମ୍ୟାଚ୍‌ରେ ଉଭୟ ଭାରତ ଓ ଆମେରିକା ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ […]

Indian hockey eves register come-from-behind win over USA

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 03:35 PM IST

Sports

Latest News

Indian hockey eves register come-from-behind win over USAନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମାନହେଇମ୍‌ ଅନ୍ତର୍ଗତ ପେନ୍‌ସିଲଭାନିଆରେ ଅନୁଷ୍ଠିତ ଭାରତ-ଆମେରିକା ଦ୍ୱିତୀୟ ମହିଳା ହକି ମ୍ୟାଚ୍‌କୁ ଆଜି ୨-୧ରେ ଜିତି ନେଇଛି ଭାରତ। ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମାଙ୍କ ଗୋଲ ବଳରେ ଆମେରିକା ବିପକ୍ଷ ମ୍ୟାଚ୍‌ ଜିତିଛି ଭାରତ।

ଚାମ୍ପିଅନ୍‌ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା।

ଆଜିର ମ୍ୟାଚ୍‌ରେ ଉଭୟ ଭାରତ ଓ ଆମେରିକା ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇପାରି ନ ଥିଲେ। ମ୍ୟାଚ୍‌ ସଂଘର୍ଷ ଆଡକୁ ଯାଉଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଆମେରିକାର ଜିଲ୍‌ ୱିଟ୍‌ମର।

ଆମେରିକା ୦-୧ରେ ଆଗୁଆ ଥିବା ବେଳେ ତୃତୀୟ କ୍ୱାର୍ଟରରେ ପ୍ରୀତି ଦୁବେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ୧-୧ରେ ବରାବର ରଖିଥିଲେ।

ଏହାପରେ ଶେଷ କ୍ୱାର୍ଟରର ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମା ମିଞ୍ଜ ଆଉ ଏକ ଗୋଲ ଦେବାରୁ ୨-୧ରେ ମ୍ୟାଚ୍‌କୁ ଜିତି ନେଇଥିଲା ଭାରତୀୟ ମହିଳା ଦଳ।

ଭାରତ ଅଗାମୀ ମ୍ୟାଚ୍‌ରେ କାନାଡାକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story