ଚେସ୍ ଅଲିମ୍ପିଆଡ୍: ପ୍ରଥମ ଥର ପାଇଁ ବିଜୟୀ ହେଲା ଭାରତ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ଫିଡେ ଅନଲାଇନ୍ ଚେସ୍ ଅଲିମ୍ପିଆଡ୍ ବିଜୟୀ ହୋଇ ଇତିହାସ ରଚିଛି। ତେବେ ଋଷିଆ ସହିତ ମିଳିତ ଭାବେ ଭାରତକୁ ଚାମ୍ପିୟନ ଭାବରେ ଘୋଷଣା କରାଯାଇଛି। ଫାଇନାଲ ମ୍ୟାଚ ଚାଲିଥିବା ବେଳେ କିନ୍ତୁ ଏକ ଅଭାବନୀୟ ସ୍ଥିତି ଉପୁଜିଥିଲା। ମ୍ୟାଚ ଚାଲିଥିବା ବେଳେ ଭାରତୀୟ ଦଳର ସଦସ୍ୟ ନିହାଲ ସରିନ ଏବଂ ଦିବ୍ୟା ଦେଶମୁଖଙ୍କ ଇଣ୍ଟରନେଟ ସଂଯୋଗ ବ୍ୟାହାତ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ଚେସ୍ ଅଲିମ୍ପିଆଡ଼ର ଅନ୍ତିମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। […]

Chess Olympiad

Chess Olympiad

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 09:23 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ଫିଡେ ଅନଲାଇନ୍ ଚେସ୍ ଅଲିମ୍ପିଆଡ୍ ବିଜୟୀ ହୋଇ ଇତିହାସ ରଚିଛି। ତେବେ ଋଷିଆ ସହିତ ମିଳିତ ଭାବେ ଭାରତକୁ ଚାମ୍ପିୟନ ଭାବରେ ଘୋଷଣା କରାଯାଇଛି।

ଫାଇନାଲ ମ୍ୟାଚ ଚାଲିଥିବା ବେଳେ କିନ୍ତୁ ଏକ ଅଭାବନୀୟ ସ୍ଥିତି ଉପୁଜିଥିଲା। ମ୍ୟାଚ ଚାଲିଥିବା ବେଳେ ଭାରତୀୟ ଦଳର ସଦସ୍ୟ ନିହାଲ ସରିନ ଏବଂ ଦିବ୍ୟା ଦେଶମୁଖଙ୍କ ଇଣ୍ଟରନେଟ ସଂଯୋଗ ବ୍ୟାହାତ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ଚେସ୍ ଅଲିମ୍ପିଆଡ଼ର ଅନ୍ତିମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା।

ପରେ ଫିଡେ ଅଧ୍ୟକ୍ଷ ଆର୍କେଡି ଡ୍ୱୋରକୋଓ୍ୱିଚ ଉଭୟ ଦଳକୁ ସ୍ୱର୍ଣ୍ଣ ପଦକ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଚେସ୍ ଅଲିମ୍ପିଆଡ୍ ଇତିହାସରେ ଭାରତ ପ୍ରଥମ ଚାମ୍ପିଅନ୍ ହୋଇଛି। ଋଷିଆ କିନ୍ତୁ ଏହାକୁ ମିଶାଇ ମୋଟ୍ ୨୪ ଥର (ସୋଭିଏତ୍ ୟୁନିଅନ୍ ୧୮ ଥର) ବିଜୟୀ ହୋଇଛି।

ଏହାକୁ ନେଇ ଭେଟେରାନ ତଥା ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥ ଆନନ୍ଦ ସୋଶାଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି। ସେ ଋଷିଆକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଚେସ୍ ଖେଳାଳି ତଥା ଦଳର ସଦସ୍ୟ ବିଦିତ ଗୁଜୁରାଟୀ ଏବଂ ହରିକା ଦ୍ରୋଣବଲ୍ଲୀ ମଧ୍ୟ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story