ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ଲିନ୍ ସୁଇପ କରିବ ଭାରତ: କୋହଲି

ଆଣ୍ଟିଗୁଆ: “ୱେଷ୍ଟିଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଭାରତ ୪-୦ରେ ଜିତିବ,ଏଥିରେ ସନ୍ଦେହ ନାହିଁ।” ଗୋଟିଏ ଇନିଙ୍ଗସ ଓ ୯୨ ରନ୍‌ରେ ଆଣ୍ଟିଗୁଆ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଆୟୋଜିତ ମ୍ୟାଚ୍‌ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହା କହିଛନ୍ତି ଭାରତର ଅଧିନାୟକ ବିରାଟ କୋହଲି। ସେ କହିଛନ୍ତି,“ଯଦି ଆମେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ୨ଟି ମ୍ୟାଚ୍‌ ଜିତିଯାଉ ତେବେ ସିରିଜ୍‌ ହାତେଇବା ଆମ ପାଇଁ ସହଜ ହେବ। କାରଣ ଆମ ନିକଟରେ ଅନିଲ କୁମ୍ବଲେ ପରି ଜଣେ ଅଭିଜ୍ଞ କୋଚ୍‌ […]

kohali

kohali

Rakesh Mallick
  • Published: Monday, 25 July 2016
  • Updated: 25 July 2016, 06:11 PM IST

Sports

Latest News

ଆଣ୍ଟିଗୁଆ: “ୱେଷ୍ଟିଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଭାରତ ୪-୦ରେ ଜିତିବ,ଏଥିରେ ସନ୍ଦେହ ନାହିଁ।” ଗୋଟିଏ ଇନିଙ୍ଗସ ଓ ୯୨ ରନ୍‌ରେ ଆଣ୍ଟିଗୁଆ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଆୟୋଜିତ ମ୍ୟାଚ୍‌ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହା କହିଛନ୍ତି ଭାରତର ଅଧିନାୟକ ବିରାଟ କୋହଲି।

ସେ କହିଛନ୍ତି,“ଯଦି ଆମେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ୨ଟି ମ୍ୟାଚ୍‌ ଜିତିଯାଉ ତେବେ ସିରିଜ୍‌ ହାତେଇବା ଆମ ପାଇଁ ସହଜ ହେବ। କାରଣ ଆମ ନିକଟରେ ଅନିଲ କୁମ୍ବଲେ ପରି ଜଣେ ଅଭିଜ୍ଞ କୋଚ୍‌ ଓ ଅଶ୍ୱିନ, ସାମି ଓ ଅମିତଙ୍କ ପରି ଶ୍ରେଷ୍ଠ ବୋଲର ଅଛନ୍ତି ତେବେ ମ୍ୟାଚ୍‌ ଜିତିବାରେ ସେପରି କଷ୍ଟ ଅନୁଭବ ହେବ ନାହିଁ। ମୋର ବିଶ୍ୱାସ ଆମେ ୪-୦ କ୍ଲିନ୍‌ ସୁଇପ୍‌ କରିବୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତି ଦଳର ମନୋବଳ ଦୃଢ ହୋଇଛି। ଆଗାମୀ ମ୍ୟାଚ୍‌ରେ ଆମେ ପରୀକ୍ଷାମୂଳକ ଭାବେ କିଛି ଭିନ୍ନ କରିବାକୁ ଚେଷ୍ଟା କରିବୁ। ମୋର ବିଶ୍ୱାସ ଏହା ନିଶ୍ଚିତ ସହାୟକ ହେବ।”

ସେ କହିଛନ୍ତି,“ଦଳର ନବନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେଙ୍କ ପାଇଁ ଏହା ଏକ ବଡ ସଫଳତା। ତାଙ୍କ ସହଯୋଗ ବିନା ଆମେ କିଛି କରିପାରି ନ ଥାନ୍ତୁ। ଦଳର ଫାଷ୍ଟ ଓ ସ୍ପିନରଙ୍କ ବୋଲିଂ ଏବଂ ଭଲ ପ୍ରାକ୍‌ପ୍ରସ୍ତୁତି ଆମକୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଜିତିବାରେ ସହାୟକ ହୋଇଛି।”

ଆସନ୍ତା ୩୦ ତାରିଖରେ କିଙ୍ଗଷ୍ଟନର ଶାବିନା ପାର୍କରେ ୱେଷ୍ଟ ଇଣ୍ଡିଜ୍‌କୁ ଭେଟିବ ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story