ଇଣ୍ତିଜ ସ୍କ୍ୱାଡ୍‌ରୁ ରସେଲ୍ ଆଉଟ୍‌, ମହମ୍ମଦ ଇନ୍‌

ଫ୍ଲୋରିଡା: ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ୱେଷ୍ଟଇଣ୍ତିଜ ଟିମ୍‌କୁ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରୁ ଆହତ ହୋଇଥିବା ଯୋଗୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଇଣ୍ଡିଜ ଟିମ୍‌ର ଅନ୍ତରୀଣ ଚୟନ କମିଟି ଜେସନ ମହମ୍ମଦଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଗତକାଲି ଏହି ଘୋଷଣା ହୋଇଥିବା ବେଳେ ଆଜି ମ୍ୟାଚ୍‌ ପୂର୍ବରୁ ମହମ୍ମଦ ଫ୍ଲରିଡାରେ ଦଳରେ ଯୋଗଦେଇଛନ୍ତି। ୩୨ ବର୍ଷୀୟ ମହମ୍ମଦ […]

e

e

Hemant Lenka
  • Published: Saturday, 03 August 2019
  • Updated: 03 August 2019, 05:31 PM IST

Sports

Latest News

ଫ୍ଲୋରିଡା: ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ୱେଷ୍ଟଇଣ୍ତିଜ ଟିମ୍‌କୁ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରୁ ଆହତ ହୋଇଥିବା ଯୋଗୁ ବାଦ ପଡ଼ିଛନ୍ତି।

ତାଙ୍କ ବଦଳରେ ଇଣ୍ଡିଜ ଟିମ୍‌ର ଅନ୍ତରୀଣ ଚୟନ କମିଟି ଜେସନ ମହମ୍ମଦଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଗତକାଲି ଏହି ଘୋଷଣା ହୋଇଥିବା ବେଳେ ଆଜି ମ୍ୟାଚ୍‌ ପୂର୍ବରୁ ମହମ୍ମଦ ଫ୍ଲରିଡାରେ ଦଳରେ ଯୋଗଦେଇଛନ୍ତି। ୩୨ ବର୍ଷୀୟ ମହମ୍ମଦ ଏଯାଏ ୱେଷ୍ଟଇଣ୍ଡିଜ ପକ୍ଷରୁ ୯ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ଆମେରିକାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଇଣ୍ଡିଜ୍‌ ବୋର୍ଡ ରସେଲଙ୍କ ନାଁ ଘୋଷଣା କରିଥିଲେ। ତେବେ ରସେଲ ଆହତ ହେବାରୁ ତାଙ୍କୁ ସ୍କ୍ୱାଡ୍‌ରୁ ବାଦ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story