ଆଇପିଏଲ୍‌-୯ରେ ଭାଷ୍ୟକାର ହେବେ ୱକାର

କରାଚି: ନିକଟରେ ପାକିସ୍ତାନ ମୁଖ୍ୟ କୋଚ୍‌ ପଦରୁ ଉସ୍ଥଫା ଦେଇଥିବା ୱକାର ୟୁନିସ୍‌ ଆଇପିଏଲ୍‌ର ନବମ ସଂସ୍କରଣରେ ଭାଷ୍ୟକାରର ଦାୟିତ୍ୱ ତୁଲାଇବେ। ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ୪୪ ବର୍ଷୀୟ ୱକାର ୟୁନିସ ଭାରତର ଏକ ଟିଭି ଚ୍ୟାନେଲ ‘ସୋନି’ ସହ ଭାଷ୍ୟକାର ହେବା ପାଇଁ ଚୁକ୍ତିଭୁକ୍ତ ହୋଇଛନ୍ତି। ଆଇସିସି ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଶୋଚନୀୟ ପରିସ୍ଥିତି ପାଇଁ ସେ ଦଳରୁ ଇସ୍ଥଫା ଦେଇଥିଲେ। ଦୁଃଖର ସହ ସେ ଦଳର କୋଚ୍‌ ପଦକୁ ଛାଡୁଛନ୍ତି ବୋଲି […]

waqaryounis

waqaryounis

Rakesh Mallick
  • Published: Friday, 08 April 2016
  • Updated: 08 April 2016, 11:32 AM IST

Sports

Latest News

କରାଚି: ନିକଟରେ ପାକିସ୍ତାନ ମୁଖ୍ୟ କୋଚ୍‌ ପଦରୁ ଉସ୍ଥଫା ଦେଇଥିବା ୱକାର ୟୁନିସ୍‌ ଆଇପିଏଲ୍‌ର ନବମ ସଂସ୍କରଣରେ ଭାଷ୍ୟକାରର ଦାୟିତ୍ୱ ତୁଲାଇବେ।

ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ୪୪ ବର୍ଷୀୟ ୱକାର ୟୁନିସ ଭାରତର ଏକ ଟିଭି ଚ୍ୟାନେଲ ‘ସୋନି’ ସହ ଭାଷ୍ୟକାର ହେବା ପାଇଁ ଚୁକ୍ତିଭୁକ୍ତ ହୋଇଛନ୍ତି। ଆଇସିସି ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଶୋଚନୀୟ ପରିସ୍ଥିତି ପାଇଁ ସେ ଦଳରୁ ଇସ୍ଥଫା ଦେଇଥିଲେ। ଦୁଃଖର ସହ ସେ ଦଳର କୋଚ୍‌ ପଦକୁ ଛାଡୁଛନ୍ତି ବୋଲି କହିଥିଲେ। ୨୦୧୫ ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ ନେଇ ସେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଲିକ୍‌ ହେବା ଓ ସେ ଦଳର ଉନ୍ନତି ପାଇଁ ଦର୍ଶାଇଥିବା ବିଷୟ ପ୍ରତି ପିସିବି କୌଣସି କାର୍ଯ୍ୟନୁଷ୍ଠାନ ନ ନେବା ଏକ ଗୁରୁତର ବିଷୟ କହିଥିଲେ।

ୱକାର ୟୁନିସ୍‌ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରି ୮୭ ଟି ଟେଷ୍ଟ ଓ ୨୬୨ଟି ଦିନିକିଆ ଖେଳି ୭୮୯ଟି ୱିକେଟ ଅକ୍ତିୟାର କରିଥିଲେ। ୱାଙ୍ଖଡେ ଷ୍ଟାଡିୟମରେ ଆସନ୍ତାକାଲି ଆଇପିଏଲ-୯ରେ ମୁମ୍ବାଇ ଓ ରାଇଜିଂ ପୁନେ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story