ଟି-୨୦ ବିଶ୍ୱକପ୍ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍ ପ୍ରକୋପ କ୍ରୀଡ଼ା ଜଗତକୁ ଦୋହଲାଇ ଦେଇଛି। ଏହି ମହାମାରୀ ଯୋଗୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ତେବେ ଏହି ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି। ଗାଭାସ୍କର କହିଛନ୍ତି, ଦେଶରେ କରୋନାଭାଇରସର ସଂକ୍ରମଣ ମାମଲା ଯଦି କମିଲା, ତାହେଲେ ଭାରତ ଅଷ୍ଟ୍ରେଲିଆ ସହ ମିଶିକି ଟି-୨୦ ବିଶ୍ୱକପର […]

sunny

sunny

Ranjit Kumar Jena
  • Published: Tuesday, 21 April 2020
  • Updated: 21 April 2020, 07:31 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ପ୍ରକୋପ କ୍ରୀଡ଼ା ଜଗତକୁ ଦୋହଲାଇ ଦେଇଛି। ଏହି ମହାମାରୀ ଯୋଗୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ତେବେ ଏହି ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି। ଗାଭାସ୍କର କହିଛନ୍ତି, ଦେଶରେ କରୋନାଭାଇରସର ସଂକ୍ରମଣ ମାମଲା ଯଦି କମିଲା, ତାହେଲେ ଭାରତ ଅଷ୍ଟ୍ରେଲିଆ ସହ ମିଶିକି ଟି-୨୦ ବିଶ୍ୱକପର ଅଦଳବଦଳ କରିପାରିବେ। ଏହାର ଅର୍ଥ ୨୦୨୧ରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଭାରତ ଚଳିତ ବର୍ଷ ଆୟୋଜନ କରିପାରିବ। ଏପରିକି ଯଦି ଏହି ଅଦଳବଦଳ ସମ୍ଭବ, ତାହେଲେ ଭାରତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଆୟୋଜନ ସେପ୍ଟେମ୍ବରରେ କରିପାରିବ।

ଗାଭାସ୍କର କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ ଅଷ୍ଟ୍ରେଲିଆ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତା' ଦେଶରେ ବିଦେଶୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି। ଯେହେତୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବ, ତେଣୁ ଏହାର ଆୟୋଜନର ସମ୍ଭାବନା କମ୍। ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ରେ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ। ଯଦି ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଦେଶ ପରସ୍ପର ସହ ବୁଝାମଣା କରନ୍ତି ଏବଂ ଭାରତରେ କରୋନା ସଂକ୍ରମଣ ସଂଖ୍ୟା କମ୍ ହୁଏ, ତାହେଲେ ଦୁଇ ଦେଶ ଟୁର୍ଣ୍ଣାମେଣ୍ଟର ଅଦଳବଦଳ କଥା ଚିନ୍ତା କରିପାରନ୍ତି। ଯଦି ଅଦଳବଦଳ ହୁଏ, ତାହେଲେ ଭାରତ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ସେହିକ୍ରମରେ ଅଷ୍ଟ୍ରେଲିଆ ଆସନ୍ତାବର୍ଷ ଏହି ସମୟରେ ହିଁ ବିଶ୍ୱକପ୍ ଆୟୋଜନ କରିପାରିବ।

କରୋନା ଯୋଗୁ ବ୍ୟୟବହୁଳ ଆଇପିଏଲକୁ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଭାରତରେ ଯେପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ନଆସିଛି, ସେ ଯାଏ ଆଇପିଏଲ୍ ହୋଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଦେଖି ଲାଗୁଛି ଯେ ଆଇପିଏଲର ଆୟୋଜନ ସମ୍ଭାବନା ବହୁତ କମ୍। ଆଇପିଏଲ୍ ଆୟୋଜନକୁ ନେଇ ମଧ୍ୟ ଗାଭାସ୍କର ନୂଆ ବାଟ ବାହାର କରିଛନ୍ତି। ଗାଭାସ୍କର କହିଛନ୍ତି, ଯଦି ଅଦଳବଦଳ ହୁଏ, ତାହେଲେ ଟି-୨୦ ବିଶ୍ୱକପର ଠିକ୍ ପୂର୍ବରୁ ଆଇପିଏଲର ଆୟୋଜନ ହୋଇପାରିବ। ଏହାଦ୍ୱାରା ମଧ୍ୟ ଖେଳାଳିଙ୍କୁ ପର୍ଯ୍ୟାପ୍ତ ଅଭ୍ୟାସ କରିବାକୁ ମଧ୍ୟ ମିଳିବ। ଏହା ପରେ ଟି-୨୦ ବିଶ୍ୱକପ୍ ଏବଂ ଡିସେମ୍ବରରେ ଏସିଆ କପର ଆୟୋଜନ କରାଯାଇପାରିବ। ଡିସେମ୍ବରରେ ୟୁଏଇରେ ଏସିଆ କପର ଆୟୋଜନ ସବୁଠାରୁ ଉପଯୁକ୍ତ ସମୟ ବୋଲି ଗାଭାସ୍କର କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ହେବ କି ନାହିଁ, ସେ ନେଇ ଆଇସିସି ପକ୍ଷରୁ କୌଣସି ସୂଚନା ମିଳିନାହିଁ। କରୋନା ଯୋଗୁ ମଧ୍ୟ ସବୁ କ୍ରିକେଟ୍ ଗତିବିଧି ବନ୍ଦ ରହିଛି । ତେଣୁ ଏହି ପରୀପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସିଇସି ବୈଠକ କରିବ। ଏହି ବୈଠକରେ ଟି-୨୦ ବିଶ୍ୱକପ୍ ସମେତ ସ୍ଥଗିତ ହୋଇଥିବା କ୍ରିକେଟ୍ ସିରିଜ୍ ଉପରେ ଆଲୋଚନା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story