ଆଇପିଏଲ ବେଟିଂ: ଆଉ ଦୁଇ ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବେଟିଂ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗତକାଲି ଠାରୁ ଦେଶର ବିଭିନ୍ନ ସ୍ଥାନରେ ଦିଲ୍ଲୀ ଓ ଅହମଦାବାଦର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ପରିଚୟ ଇଡି ପକ୍ଷରୁ ଦିଆଯାଇ ନାହିଁ। ଗତକାଲି ବି ଇଡି ଜଣଙ୍କୁ ଦିଲ୍ଲୀରୁ ଗିରଫ […]

IPLbetting

IPLbetting

Rakesh Mallick
  • Published: Monday, 11 May 2015
  • Updated: 11 May 2015, 12:27 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବେଟିଂ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗତକାଲି ଠାରୁ ଦେଶର ବିଭିନ୍ନ ସ୍ଥାନରେ ଦିଲ୍ଲୀ ଓ ଅହମଦାବାଦର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ପରିଚୟ ଇଡି ପକ୍ଷରୁ ଦିଆଯାଇ ନାହିଁ। ଗତକାଲି ବି ଇଡି ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ତା’ଠାରୁ ୨୫୦ଟି ମୋବାଇଲ ଜବତ କରାଯାଇଥିଲା।

ଗତକାଲି ଇଡି ଏକ ସଙ୍ଗେ ଦେଶର ମୋଟ ୮ଟି ସହରରେ ଏହି ଚଢ଼ଉ କରିଥିଲା। ଆଜି ବି ଏହା ଜାରି ରହିଥିଲା। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ବେଙ୍ଗଲୁରୁ ଓ ଜୟପୁର ଆଦି ସହରରେ କରାଯାଇଥିଲା ଚଢ଼ାଉ। ଦିଲ୍ଲୀର ଜଣେ ବୁକି ରିତେଶ ଓରଫ ଭରତକୁ ଖୋଜା ଚାଲିଛି। ଗତକାଲି ତା’ଘରେ ଖାନତଲାସି କରାଯାଇଥିଲା। ଇଂଲଣ୍ଡର ଏକ ୱେବସାଇଟ ଜରିଆରେ ବେଟିଂ ଚାଲିଥିଲା ବୋଲି ଜଣାପଡ଼ିଛି।  ଏହି ବେଟିଂରେ ପାକିସ୍ତାନର ଜଣେ ବୁକି ସଂପୃକ୍ତ ଥିବା ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତରେ ବାଧା ହେବାର ସମ୍ଭାବନା ରହିଥିବାରୁ ତା’ ନାମ ପ୍ରକାଶ କରାଯାଇନାହିଁ।

ସେହିଭଳି ଗତ ଶନିବାର କର୍ଣ୍ଣାଟକର ମାଙ୍ଗାଲୋର ପୁଲିସ୍ ଚଳିତ ଆଇପିଏଲରେ ବେଟିଂ କରୁଥିବା ଅଭିଯୋଗରେ ୭ ଜଣ ଯୁବକଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story