ଆଇପିଏଲ୍‌ ଫାଇନାଲ୍‌ରେ ପହଞ୍ଚିଥିବାରୁ ନିଜକୁ ଭାଗ୍ୟଶାଳୀ ମଣୁଛି: ଡିଭିଲିୟର୍ସ

ବେଙ୍ଗାଲୁରୁ: ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଏବି ଡି ଭିଭିଲିୟର୍ସ  ବହୁତ କମ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିଛନ୍ତି। ସେ ଆଇପିଏଲ୍‌-୯ର ଫାଇନାଲରେ ଖେଳିବାକୁ ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ମଣୁଛନ୍ତି। ଗତକାଲି ଗୁଜରାଟକୁ ୪ ୱିକେଟରେ ପରାସ୍ତ କରି ବାଙ୍ଗାଲୋର ଫାଇନାଲରେ ପହଞ୍ଚିବା ପରେ ସେ ଏହା କହିଛନ୍ତି। ଡିଭିଲିୟର୍ସଙ୍କ ଅପରାଜିତ ୭୯ ବଳରେ ସେ ବାଙ୍ଗାଲୋରକୁ ବିଜୟ ଆଣି ଦେଇଛନ୍ତି। ସେ କହିଛନ୍ତି, “ମୋ କ୍ରୀଡା ଜୀବନ ଭିତରେ ବେଶି ଟୁର୍ଣ୍ଣାମେଣ୍ଟରେ ଫାଇନାଲ […]

ab dilviler

ab dilviler

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 01:30 PM IST

Sports

Latest News

ବେଙ୍ଗାଲୁରୁ: ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଏବି ଡି ଭିଭିଲିୟର୍ସ  ବହୁତ କମ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିଛନ୍ତି। ସେ ଆଇପିଏଲ୍‌-୯ର ଫାଇନାଲରେ ଖେଳିବାକୁ ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ମଣୁଛନ୍ତି।

ଗତକାଲି ଗୁଜରାଟକୁ ୪ ୱିକେଟରେ ପରାସ୍ତ କରି ବାଙ୍ଗାଲୋର ଫାଇନାଲରେ ପହଞ୍ଚିବା ପରେ ସେ ଏହା କହିଛନ୍ତି। ଡିଭିଲିୟର୍ସଙ୍କ ଅପରାଜିତ ୭୯ ବଳରେ ସେ ବାଙ୍ଗାଲୋରକୁ ବିଜୟ ଆଣି ଦେଇଛନ୍ତି।

ସେ କହିଛନ୍ତି, “ମୋ କ୍ରୀଡା ଜୀବନ ଭିତରେ ବେଶି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନାହିଁ। ଆଉ ଆଇପିଏଲ୍‌-୯ର ଫାଇନାଲରେ ପହଞ୍ଚିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ମୁଁ ଆରସିବି ପକ୍ଷରୁ ୬ ବର୍ଷ ହେଲା ଖେଳୁଥିଲେ ମଧ୍ୟ କେବେ ଫାଇନାଲକୁ ଆସି ପାରି ନ ଥିଲି। ”

ସେ ଆହୁରି ମଧ୍ୟ କହିଛନ୍ତି,“ବହୁ ସମୟରେ ଲୋକମାନେ କୁହନ୍ତି ଆମେ ଖରାପ ପ୍ରଦର୍ଶନ କରୁଛୁ। କିନ୍ତୁ ଚଳିତ ସିଜିନ୍‌ରେ ଏହି ଉକ୍ତି ଭୁଲ ପ୍ରମାଣିତ ହୋଇଛି। ଏବେ ଆମ ଦଳରେ ଏକ ଭଲ କ୍ରିକେଟ ସ୍ପିରିଟ୍‌ ଆସିଯାଇଛି। ଆମେ ଭଲ ପ୍ରଦର୍ଶନ ଜାରି ରଖିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story