ଆଇପିଏଲ୍-୯: ଆଜି ହାଇଦ୍ରାବାଦ-କୋଲକାତା ଓ ମୁମ୍ବାଇ-ଗୁଜରାଟ ମୁକାବିଲା

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ। ଏହି ମ୍ୟାଚ୍‌ ଆଜି ଅପରାହ୍ଣ ୪ଟାରେ ହାଇଦ୍ରାବାଦ୍‌ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ୍‌ ଆଜି ରାତି ୮ଟାରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିମୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଲାୟନ୍ସ। କୋଲକାତା ୨ଟି ମ୍ୟାଚ୍‌ରୁ ଗୋଟିଏ ପରାଜୟ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ […]

match

match

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 02:33 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ। ଏହି ମ୍ୟାଚ୍‌ ଆଜି ଅପରାହ୍ଣ ୪ଟାରେ ହାଇଦ୍ରାବାଦ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ୍‌ ଆଜି ରାତି ୮ଟାରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିମୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଲାୟନ୍ସ।

କୋଲକାତା ୨ଟି ମ୍ୟାଚ୍‌ରୁ ଗୋଟିଏ ପରାଜୟ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ୍‌ ଗୋଟିଏ ମ୍ୟାଚ୍‌ରେ ବାଙ୍ଗାଲୋରଠାରୁ ହାରି ଟେବୁଲର ନିମ୍ନରେ ରହିଛି। ଦଳ ବାଙ୍ଗାଲୋର ବିପକ୍ଷରେ ଭଲ ବ୍ୟାଟିଂ କରଥିଲେ ମଧ୍ୟ ଭଲ ବୋଲିଂ କରିପାରି ନ ଥିଲା। ତେଣୁ ବୋଲିଂକୁ ପ୍ରାଧାନ୍ୟ ଦେବା ସହ ତ୍ରୁଟି ସୁଧାରିବାକୁ ପ୍ରାୟାସ କରିବ। କୋଲକାତା ଗତ ମ୍ୟାଚ୍‌ରେ ମୁମ୍ବାଇଠାରୁ ୬ ୱିକେଟରେ ପରାଜିତ ହୋଇଥିଲା। ତେଣୁ ଦଳ ଗତ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରି ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଗୁଜରାଟ ରାଇଜିଂ ପୁଣେ ଓ କିଙ୍ଗ୍ସ ଏକାଦଶ ପଞ୍ଚାବକୁ ଶେଷ ଦୁଇଟି ମ୍ୟାଚ୍‌ରେ ହରାଇ ୪ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଗୋଟିଏ ମ୍ୟାଚ୍‌ ଜିତି ୨ ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।  ତେଣୁ ଏହି ଦୁଇମ୍ୟାଚ୍‌ ବେଶ୍ ରୋମାଞ୍ଚକର ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story