ଆଇପିଏଲ୍-୮: ମୁମ୍ବାଇ ମୁଣ୍ଡରେ ବିଜୟ ମୁକୁଟ

କୋଲକାତା: ମୁମ୍ୱାଇ ଇଣ୍ଡିଆନ୍ସ ପିନ୍ଧିଲା ଆଇପିଏଲ-୮ର ବିଜୟ ମୁକୁଟ। ଏହା ସହିତ ଦଳ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ହିଁ ଦଳ ଦୁଇଟି ଟାଇଟଲ ହାସଲ କରିଛି। ଗତକାଲି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ମୁମ୍ୱାଇ ଦଳ ଚେନ୍ନାଇକୁ ୪୧ ରନରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗସ। ପ୍ରଥମେ ବ୍ୟାଟିଂ ଆରମ୍ଭ କରି […]

mumbai

mumbai

Rakesh Mallick
  • Published: Monday, 25 May 2015
  • Updated: 25 May 2015, 02:32 AM IST

Sports

Latest News

କୋଲକାତା: ମୁମ୍ୱାଇ ଇଣ୍ଡିଆନ୍ସ ପିନ୍ଧିଲା ଆଇପିଏଲ-୮ର ବିଜୟ ମୁକୁଟ। ଏହା ସହିତ ଦଳ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାସଲ କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ହିଁ ଦଳ ଦୁଇଟି ଟାଇଟଲ ହାସଲ କରିଛି।

ଗତକାଲି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ମୁମ୍ୱାଇ ଦଳ ଚେନ୍ନାଇକୁ ୪୧ ରନରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗସ। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ମୁମ୍ୱାଇ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ସିମନ ୬୮ ଏବଂ ଅଧିନାୟକ ରୋହିତ ଶର୍ମା ୫୦ ରନ କରିଥିଲେ। ସେହିଭଳି ପୋଲାର୍ଡ ଓ ରାୟଡୁ ଉଭୟ ୩୬ ରନ ଲେଖାଏଁ ସ୍କୋର କରଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ ୱିକେଟ ହରାଇ କରିଥିଲା ୨୦୨ ରନ୍। ସେପଟେ ୨୦୩ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଚେନ୍ନାଇ ଦଳ ମୁମ୍ୱାଇ ବୋଲିଂର ସାମ୍ନା କରିପାରିନଥିଲା। ଦଳ ପକ୍ଷରୁ କେବଳ ସ୍ମିଥ୍ ୫୭ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମାନ୍ୟ ତିଷ୍ଠି ପାରିନଥିଲେ। କ୍ୟାପନେଟ ଧୋନୀ ମାତ୍ର ୧୮ ରନ କରି ଆଉଟ ହୋଇଥିଲେ। ସେହିଭଳି ହସି, ବ୍ରାଭୋ, ନେଗି ଏବଂ ଡୁପ୍ଲେସିସଙ୍କ ଭଳି ଖେଳାଳି ମଧ୍ୟ ଟାଇଟଲ୍ ମ୍ୟାଚରେ ଫେଲ୍ ମାରିଥିଲେ। ଫଳରେ ଚେନ୍ନାଇ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୦ ଓଭରରେ ମାତ୍ର ୧୬୧ରନ କରିବାରେ ସମର୍ଥ ହୋଇଥିଲା। ଫ।ଇନାଲ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।

ଏହି ଟୁର୍ନାମେଣ୍ଟରେ ପ୍ରଥମ ୫ଟି ମ୍ୟାଚ୍ ଲଗାତାର ହାରିବା ସତ୍ୱେ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ପହଞ୍ଚିଥିଲା ପ୍ରଥମ କ୍ୱାଲିଫାୟରରେ। ସେହି ମ୍ୟାଚରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ରୋହିତଙ୍କ ଟିମ୍। ଆଉ ଫାଇନାଲରେ ବି ଚେନ୍ନାଇକୁ ଦଳ ହରାଇ ଏଥରର ଚାମ୍ପିଅନ ହୋଇଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story