ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଯୋଗ୍ୟତା ପର୍ଯ୍ୟାୟରେ ଜିତୁ ରାୟ ଆଗୁଆ

ମ୍ୟୁନିକ୍‌: ମ୍ୟୁନିକ୍‌ରେ ଆରମ୍ଭ ହୋଇଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ପ୍ରଥମ ଦିନରେ ପୁରୁଷ ବର୍ଗର ୫୦ ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ପିସ୍ତଲ ଚାଳକ ଜିତୁ ରାୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଗୁଆ ରହିଛନ୍ତି। ଅଲିମ୍ପିକ୍‌ ସୁଟିଂ ରେଞ୍ଜରେ ଜିତୁ ୫୬୨ ସ୍କୋର କରି ଏଲିମିନେସନ୍‌ ରାଉଣ୍ଡରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ସହ ପ୍ରକାଶ ନାଗପ୍ପା ୫୫୫ ସ୍କୋର କରି ୧୩ ତମ ସ୍ଥାନରେ ରହଥିବା ବେଳେ ଅନ୍ୟତମ ଭାରତୀୟ ସୁଟର ୫୪୭ ସ୍କୋର କରିଥିଲେ। ଅନ୍ୟପକ୍ଷରେ […]

jitu-rai-m

jitu-rai-m

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 03:47 PM IST

Sports

Latest News

ମ୍ୟୁନିକ୍‌: ମ୍ୟୁନିକ୍‌ରେ ଆରମ୍ଭ ହୋଇଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ପ୍ରଥମ ଦିନରେ ପୁରୁଷ ବର୍ଗର ୫୦ ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ପିସ୍ତଲ ଚାଳକ ଜିତୁ ରାୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଗୁଆ ରହିଛନ୍ତି।

ଅଲିମ୍ପିକ୍‌ ସୁଟିଂ ରେଞ୍ଜରେ ଜିତୁ ୫୬୨ ସ୍କୋର କରି ଏଲିମିନେସନ୍‌ ରାଉଣ୍ଡରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ସହ ପ୍ରକାଶ ନାଗପ୍ପା ୫୫୫ ସ୍କୋର କରି ୧୩ ତମ ସ୍ଥାନରେ ରହଥିବା ବେଳେ ଅନ୍ୟତମ ଭାରତୀୟ ସୁଟର ୫୪୭ ସ୍କୋର କରିଥିଲେ।

ଅନ୍ୟପକ୍ଷରେ ପୁରୁଷବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୬୨୬.୨ ସ୍କୋର କରି ୧୫ ତମ ସ୍ଥାନରେ ରହିଛନ୍ତି ଅଭିନବ ବିନ୍ଦ୍ରା। ଶେଷ କେତେଟି ବିଶ୍ୱକପ୍‌ରେ ବିନ୍ଦ୍ରା ଭଲ ସ୍କୋର କରିଥିଲେ ମଧ୍ୟ ତାହା ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବାକୁ ସହାୟକ ହୋଇନାହିଁ। ଫଳରେ ତାଙ୍କ ଅଭିଯାନ ଆଜି ଶେଷ ହୋଇଛି।

ସେହିପରି ଚୈନ୍‌ ସିଂହ ୬୨୨.୮ ସ୍କୋର କରି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ୪୧ତମ ସ୍ଥାନରେ ରହିଛନ୍ତି।

୨୫ ମିଟର ମହିଳା ପିସ୍ତଲ ବର୍ଗରେ ଅନିଶା ସାୟିଦ୍‌ ୧୯୨ ସ୍କୋର କରି  ୧୨ ତମ ସ୍ଥାନରେ ରହି ରାପିଡ୍‌ ଫାୟାର ରାଉଣ୍ଡକୁ ଯାଇଛନ୍ତି। ପୁଷ୍ପାଞ୍ଜଳୀ ରାଣା ୧୮୨ ସ୍କୋର କରି ୬୧ ତମ ସ୍ଥାନରେ ରହିଥିବା ବେଳେ ଖେଳ ସାମଗ୍ରୀରେ ତ୍ରୁଟି ପରିଲକ୍ଷିତ ହେବାରୁ ହୀନା ସିନ୍ଧୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story