ଇଂଲଣ୍ଡ ଟେଷ୍ଟ ଟିମରେ ସ୍ଥାନ ପାଇଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍

ଲଣ୍ଡନ: ବିଶ୍ୱକପରେ ଇଂଲଣ୍ଡକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କୁ ପ୍ରଥମଥର ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ଆସନ୍ତା ୨୪ ତାରିଖରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସରେ ଖେଳାଯିବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ତା’ର ୧୩ଜଣିଆ ଟିମରେ ଏହି ରୟଙ୍କୁ ଚୟନ କରିଛି। ସେହିପରି ଟିମରେ ଦୁଇ ନୂଆ ମୁହଁ ଭାବେ ସମରସେଟ୍ ଅଲରାଉଣ୍ଡର ଲୁଇସ୍ ଗ୍ରିଗୋରୀ ଓ ଓଲି ଷ୍ଟୋନଙ୍କୁ ସୁଯୋଗ ମିଳିଛି। ତେବେ ଟିମର ଦୁଇ ନିୟମିତ […]

roy

roy

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 09:52 PM IST

Sports

Latest News

ଲଣ୍ଡନ: ବିଶ୍ୱକପରେ ଇଂଲଣ୍ଡକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କୁ ପ୍ରଥମଥର ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ଆସନ୍ତା ୨୪ ତାରିଖରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସରେ ଖେଳାଯିବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ତା'ର ୧୩ଜଣିଆ ଟିମରେ ଏହି ରୟଙ୍କୁ ଚୟନ କରିଛି।

ସେହିପରି ଟିମରେ ଦୁଇ ନୂଆ ମୁହଁ ଭାବେ ସମରସେଟ୍ ଅଲରାଉଣ୍ଡର ଲୁଇସ୍ ଗ୍ରିଗୋରୀ ଓ ଓଲି ଷ୍ଟୋନଙ୍କୁ ସୁଯୋଗ ମିଳିଛି। ତେବେ ଟିମର ଦୁଇ ନିୟମିତ ସଦସ୍ୟ ଜୋସ ବଟ୍ଟଲର୍ ଓ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ବିଶ୍ରାମ ଦିଆଯାଇଛି। ପେସ୍ ବୋଲର ମାର୍କ ଉଡ୍ ଓ ଜୋଫ୍ରା ଆର୍ଚରଙ୍କ ନାମ ବିଚାରକୁ ନିଆଯାଇନାହିଁ।

ରୟଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ଟିମରେ ଚୟନ କରାଯାଇଛି। ରୟ ବିଶ୍ୱକପରେ ମାତ୍ର ୯ ମ୍ୟାଚରେ ୪୪୩ ରନ୍ କରିଥିଲେ। ଆହତ ଯୋଗୁ ଉଡ୍ ୬ ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଅନ୍ୟପକ୍ଷରେ ଆସେସ୍ ସିରିଜ୍ ପାଇଁ ଆର୍ଚରଙ୍କୁ ବିଶ୍ରାମ ଦିଆଯାଇଛି।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ମୋଇନ୍ ଅଲୀ, ଜେମ୍ସ ଆଣ୍ଡରସନ୍, ଜନ୍ନି ବେୟାରଷ୍ଟୋ (ୱିକେଟକିପର), ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ସାମ୍ କୁରାନ୍, ଜୋ ଡେନଲୀ, ଲୁଇସ୍ ଗ୍ରିଗୋରୀ, ଜ୍ୟାକ୍ ଲିଚ୍, ଜେସନ୍ ରୟ, ଓଲି ଷ୍ଟୋନ୍, କ୍ରିସ୍ ଓକ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story