ଭାରତ ପାଇଁ ଦ୍ୱାଦଶ ସ୍ୱର୍ଣ୍ଣ ଜିତିଲେ ଆଥ୍‌ଲେଟ୍‌ ଜନ୍‌ସନ୍‌

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ଦ୍ୱାଦଶ ଦିନରେ  ଭାରତକୁ ଦ୍ୱାଦଶ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ଆସିଛି। ପୁରୁଷ ୧୫ଶହ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତୀୟ ଷ୍ଟାର ଆଥ୍‌ଲେଟ୍‌ ଜିନସନ୍‌ ଜନ୍‌ସନ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫ ଶହ ମିଟର୍‌ର ଦୂରତାକୁ ମାତ୍ର ୩ ମିନିଟ୍‌ ୪୪ .୭୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ଜନ୍‌ସନ୍‌ ଏହା ପୂର୍ବରୁ ପୁରୁଷ ୮ଶହ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ମହିଳା ୧୫ ଶହ […]

seee

seee

Hemant Lenka
  • Published: Thursday, 30 August 2018
  • Updated: 30 August 2018, 01:25 PM IST

Sports

Latest News

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ଦ୍ୱାଦଶ ଦିନରେ  ଭାରତକୁ ଦ୍ୱାଦଶ ସ୍ୱର୍ଣ୍ଣ ଆଥଲେଟିକ୍ସରୁ ଆସିଛି। ପୁରୁଷ ୧୫ଶହ ମିଟର ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତୀୟ ଷ୍ଟାର ଆଥ୍‌ଲେଟ୍‌ ଜିନସନ୍‌ ଜନ୍‌ସନ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫ ଶହ ମିଟର୍‌ର ଦୂରତାକୁ ମାତ୍ର ୩ ମିନିଟ୍‌ ୪୪ .୭୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି। ଜନ୍‌ସନ୍‌ ଏହା ପୂର୍ବରୁ ପୁରୁଷ ୮ଶହ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ମହିଳା ୧୫ ଶହ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ ଓ ଡିସ୍‌କସ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ୧୫ ଶହ ମିଟର୍‌ ଦୌଡ଼୍‌ରେ ଭାରତର ପିୟୁ ଚିତ୍ରା ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୫ଶହ ମିଟର୍‌ର ଦୂରତାକୁ ୪ ମିନିଟ୍‌ ୧୨.୫୬ ସେକେଣ୍ଡ୍‌ରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ସେହିପରି ଅନ୍ୟତମ ଭାରତୀୟ ତାରକା ସୀମା ପୁନିଆ ଡିସ୍‌କସ୍‌ ଇଭେଣ୍ଟ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ତୃତୀୟ ସୁଯୋଗରେ ସର୍ବାଧିକ ୬୨.୨୬ ଦୂରତାକୁ ଡିସ୍‌କସ୍‌ ଫୋପାଡ଼ି ଏହି ସଫଳତା ପାଇଛନ୍ତି।

ଏବେ ଭାରତର ପଦକ ସଂଖ୍ୟା ୫୭ରେ ପହଞ୍ଚିଛି। ଏଥିରେ ୧୨ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୨୫ଟି ବ୍ରୋଞ୍ଜ୍‌ ପଦକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story