ରିଓ ପ୍ରତିଯୋଗୀଙ୍କଠାରୁ ଦେଶ ବହୁତ କିଛି ଆଶା ରଖିଛି: ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ:“ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପ୍ରତିଯୋଗୀଙ୍କଠାରୁ ଦେଶବାସୀ ବହୁତ କିଛି ଆଶା ରଖିଛନ୍ତି। ମୁଁ ଜଣେ ଭାରତୀୟ ଭାବେ ପ୍ରତିଯୋଗୀଙ୍କଠାରୁ ବହୁତ ଆଶା ରଖିଛି। ଆଶା କରୁଛି ସେମାନେ ତାହା ପୂରଣ କରିବେ।”

ଆଜି ଏହା କହିଛନ୍ତି ସଦ୍ୟ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଜିତେନ୍ଦ୍ର ସିଂହ।

ସେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,“ଭାରତ ପରି ଏକ ରାଷ୍ଟ୍ରରେ ବହୁ ଟ୍ୟାଲେଣ୍ଟ ରହିଛନ୍ତି। ସେମାନଙ୍କ ମଧରୁ ଏକାଧିକ ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ଟ୍ୟାଲେଣ୍ଟ ରିଓ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ଭବିଷ୍ୟତର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଗତ ଥର ଭାରତ ୬ଟି ମେଡାଲ ଜିତିଥିଲା ଭାରତ ମୁଁ ଭାବୁଛି ଏଥର ନିଶ୍ଚତ ଭାବେ ଏହା ଦୁଇଗୁଣ ହେବ।”

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ