ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌: ଜିତୁ ରାୟଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ପୂର୍ବରୁ ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଛନ୍ତି ଭାରତର ପିସ୍ତଲ୍‌ କିଙ୍ଗ ଜିତୁ ରାୟ। ତିନି ତିନି ଥର ଅଲିମ୍ପିକ୍‌ ଚାମ୍ପିଅନ୍‌ ହୋଇଥିବା କୋରିଆର ଜୋଙ୍ଗହୋ ଜିନ୍‌ଙ୍କୁ ଆଜି ପରାଜିତ କରି ସେ ଭାରତ ପାଇଁ ବ୍ୟକ୍ତିଗତ ଭାବେ ଏହି ଗୌରବ ଆଣିଛନ୍ତି। ପୁରୁଷ ବିର୍ଗ ୧୦ମି ଏୟାର ପିସ୍ତଲରେ ୧୯୯.୫ ପଏଣ୍ଟ ପାଇ ଜିତୁ ରୌପ୍ୟ ପଦକ ହାତେଇଥିବା ବେଳେ ୨୦୦ ପଏଣ୍ଟ ପାଇ  ବ୍ରାଜିଲ୍‌ର ଏଫ.ଏ ୱୁ ସ୍ୱର୍ଣ୍ଣ […]

jitu-rai-m

jitu-rai-m

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 09:04 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ପୂର୍ବରୁ ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଛନ୍ତି ଭାରତର ପିସ୍ତଲ୍‌ କିଙ୍ଗ ଜିତୁ ରାୟ। ତିନି ତିନି ଥର ଅଲିମ୍ପିକ୍‌ ଚାମ୍ପିଅନ୍‌ ହୋଇଥିବା କୋରିଆର ଜୋଙ୍ଗହୋ ଜିନ୍‌ଙ୍କୁ ଆଜି ପରାଜିତ କରି ସେ ଭାରତ ପାଇଁ ବ୍ୟକ୍ତିଗତ ଭାବେ ଏହି ଗୌରବ ଆଣିଛନ୍ତି।

ପୁରୁଷ ବିର୍ଗ ୧୦ମି ଏୟାର ପିସ୍ତଲରେ ୧୯୯.୫ ପଏଣ୍ଟ ପାଇ ଜିତୁ ରୌପ୍ୟ ପଦକ ହାତେଇଥିବା ବେଳେ ୨୦୦ ପଏଣ୍ଟ ପାଇ  ବ୍ରାଜିଲ୍‌ର ଏଫ.ଏ ୱୁ ସ୍ୱର୍ଣ୍ଣ ଜିତିଛନ୍ତି। କୋରିଆର ଜୋଙ୍ଗହୋ ଜିନ୍‌ ୧୭୮.୮ ପଏଣ୍ଟ ପାଇ ବ୍ରୋଞ୍ଜ ଜିତିଛନ୍ତି।

ଅଲିମ୍ପିକ ପୂର୍ବରୁ ଏହି ପିସ୍ତଲ ସୁଟିଂ ବର୍ଗର ଶେଷ ଟୁର୍ଣ୍ଣାମେଣ୍ଟ। ଏଥିରେ ସେ ରୌପ୍ୟ ଜିତିଥିବାରୁ ରିଓ ଅଲିମ୍ପିକ୍‌ରେ ଭାରତ ପାଇଁ ପଦକ ଜିତିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story