ଜୁନ୍ ୫ରୁ ସମ୍ବଲପୁରରେ ରାଜ୍ୟ ସ୍ତରୀୟ ସୁଇମିଂ ଚାମ୍ପିଅନ୍‌ସିପ୍

ସମ୍ବଲପୁର: ଆସନ୍ତା ଜୁନ୍‌ ୫ ତାରିଖରେ ସମ୍ୱଲପୁର ଝସକେତନ ସାହୁ ସନ୍ତରଣାଗାରରେ  ଓଡ଼ିଶା ସୁଇମିଂ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ସୁଇମିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ। ୯ରୁ ୧୭ ବର୍ଷ ବୟସ ବର୍ଗର ବାଳକବାଳିକାମାନେ ଏଥିରେ ଭାଗ ନେଇ ପାରିବେ। ୪ ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସକାଳ ୮ ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।  ଜୁନ୍‌ ମାସ ୩ ତାରିଖ ସୁଦ୍ଧା ଆଗ୍ରହୀ ପ୍ରତିଯୋଗୀ ଆବେଦନ କରିବାକୁ  ସୁଇମିଂ ଆସୋସିଏସନ୍ ପକ୍ଷରୁ […]

swimmingpool

swimmingpool

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 11:08 AM IST

Sports

Latest News

ସମ୍ବଲପୁର: ଆସନ୍ତା ଜୁନ୍‌ ୫ ତାରିଖରେ ସମ୍ୱଲପୁର ଝସକେତନ ସାହୁ ସନ୍ତରଣାଗାରରେ  ଓଡ଼ିଶା ସୁଇମିଂ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ସୁଇମିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ। ୯ରୁ ୧୭ ବର୍ଷ ବୟସ ବର୍ଗର ବାଳକବାଳିକାମାନେ ଏଥିରେ ଭାଗ ନେଇ ପାରିବେ। ୪ ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସକାଳ ୮ ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।  ଜୁନ୍‌ ମାସ ୩ ତାରିଖ ସୁଦ୍ଧା ଆଗ୍ରହୀ ପ୍ରତିଯୋଗୀ ଆବେଦନ କରିବାକୁ  ସୁଇମିଂ ଆସୋସିଏସନ୍ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos