କାନାଡା ଟାଇଟଲ ହାତେଇବା ଲକ୍ଷ୍ୟରେ ଜ୍ୱାଲା-ଅଶ୍ୱିନ୍‌ ଯୋଡି

କାଲଗେରୀ(କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନ ହାତେଇବା ଲକ୍ଷ୍ୟରେ ରହିଛନ୍ତି ଜ୍ୱାଲା ଗୁଟ୍ଟା-ଅଶ୍ୱିନ୍‌ ପୋନ୍ନାପ୍ପା ଯୋଡି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଏହି ଯୋଡି ରିଓ ଅଲିମ୍ପିକ୍ସ ପୂର୍ବରୁ ଟାଇଟଲ ହାତେଇବାକୁ ପ୍ରାୟସ କରିବେ। ବିଶ୍ୱ ମାନ୍ୟତାର ୧୬ ତମ ସ୍ଥାନରେ ଥିବା ଏହି ଯୋଡି ଯଦି ପ୍ରଥମ ରାଉଣ୍ଡରେ ସିଧାସଳଖ ଭାବେ ଜିତନ୍ତି ତେବେ କ୍ୱାର୍ଟରଫାଇନାଲ ଖେଳିବେ। ଅନ୍ୟପକ୍ଷରେ ମନୁ […]

jwala gutta ashwini ponnappa

jwala gutta ashwini ponnappa

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 06:15 PM IST

Sports

Latest News

କାଲଗେରୀ(କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନ ହାତେଇବା ଲକ୍ଷ୍ୟରେ ରହିଛନ୍ତି ଜ୍ୱାଲା ଗୁଟ୍ଟା-ଅଶ୍ୱିନ୍‌ ପୋନ୍ନାପ୍ପା ଯୋଡି।

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଏହି ଯୋଡି ରିଓ ଅଲିମ୍ପିକ୍ସ ପୂର୍ବରୁ ଟାଇଟଲ ହାତେଇବାକୁ ପ୍ରାୟସ କରିବେ। ବିଶ୍ୱ ମାନ୍ୟତାର ୧୬ ତମ ସ୍ଥାନରେ ଥିବା ଏହି ଯୋଡି ଯଦି ପ୍ରଥମ ରାଉଣ୍ଡରେ ସିଧାସଳଖ ଭାବେ ଜିତନ୍ତି ତେବେ କ୍ୱାର୍ଟରଫାଇନାଲ ଖେଳିବେ।

ଅନ୍ୟପକ୍ଷରେ ମନୁ ଅତ୍ରି-ବି ସୁମୀତ ରେଡ୍ଡୀ ଯୋଡି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଏହି ଯୋଡି ବୁଧବାର ଦିନ ତିମୋଥୀ ଚେଉ ଓ ଜାସନ୍‌ ଆନ୍ଥୋନୀ ହୋ-ସୁଇଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଅଜୟ ଜୟରାମ, ଏଚ୍‌ଏସ୍‌ ପ୍ରଣୟ, ସାଇ ପ୍ରାନିଥ୍‌ ଓ ଆରଏମ୍‌ଭି ଗୁରୁସାଇଦତ୍ତ ଭାଗ ନେବେ। ସେହିପରି ମହିଳା ଏକକ ବର୍ଗରେ ତନଭର ଲାଡ୍‌ ଓ ଆର. ଶିବାନୀ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story