ଆଇପିଏଲ୍‌-୯ : ଆସନ୍ତକାଲି ମୁମ୍ବାଇ-ବାଙ୍ଗାଲୋର ମୁକାବିଲା

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣରେ ଆସନ୍ତାକାଲି ମୁମ୍ବାଇକୁ ଭେଟିବ ବାଙ୍ଗାଲୋର। ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ। ରୟାଲ ଚାଲେଞ୍ଜେର ବାଙ୍ଗାଲୋର ଏପର୍ଯ୍ୟନ୍ତ ଖେଳିଥିବା ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଦିଲ୍ଲୀଠାରୁ ହାରିଥିବା ବେଳେ ହାଇଦ୍ରାବାଦ ଠାରୁ ଆଉ ଗୋଟିଏ ମ୍ୟାଚ୍‌ ଜିତି ୨ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଆସନ୍ତାକାଲିର ମୁମ୍ବାଇ ବିପକ୍ଷ ମ୍ୟାଚ୍‌କୁ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଅପଣେଇ ପଡିଆକୁ ଓହ୍ଲେଇବ ।  ଦଳ ଟସ୍‌ ଜିତିଲେ […]

rcb-vs-mi-ipl-9

rcb-vs-mi-ipl-9

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 05:22 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣରେ ଆସନ୍ତାକାଲି ମୁମ୍ବାଇକୁ ଭେଟିବ ବାଙ୍ଗାଲୋର। ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ।

ରୟାଲ ଚାଲେଞ୍ଜେର ବାଙ୍ଗାଲୋର ଏପର୍ଯ୍ୟନ୍ତ ଖେଳିଥିବା ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଦିଲ୍ଲୀଠାରୁ ହାରିଥିବା ବେଳେ ହାଇଦ୍ରାବାଦ ଠାରୁ ଆଉ ଗୋଟିଏ ମ୍ୟାଚ୍‌ ଜିତି ୨ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଆସନ୍ତାକାଲିର ମୁମ୍ବାଇ ବିପକ୍ଷ ମ୍ୟାଚ୍‌କୁ ଜିତିବାକୁ ସ୍ୱତନ୍ତ୍ର ରଣନୀତି ଅପଣେଇ ପଡିଆକୁ ଓହ୍ଲେଇବ ।  ଦଳ ଟସ୍‌ ଜିତିଲେ ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ବାଇକୁ ଆମନ୍ତ୍ରଣ କରିବ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କଲେ ଦଳର ଦୃଢ ବୋଲିଂ ମାଧ୍ୟମରେ କମ୍‌ ସ୍କୋରରେ ଅଟକାଇବାକୁ ଯୋଜନା କରିବ। ଏହାପରେ ଦୃଢ ବ୍ୟାଟିଂ ବଳରେ ମୁମ୍ବାଇକୁ ହରାଇବାକୁ ଦଳ ପ୍ରୟାସ କରିବ।

ଅନ୍ୟପକ୍ଷରେ ମୁମ୍ବାଇ ମଧ୍ୟ ୪ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଥିବାବେଳେ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି। ଦଳ ୨ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ବାଙ୍ଗାଲୋରର ରଣନୀତିକୁ ପ୍ରତିହତ କରିବାକୁ ଦଳ ବୋଲିଂ ଉପରେ ପ୍ରାଧାନ୍ୟ ଦେଇଛି। ଗତ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ଭିଡିଓ ଆନାଲିଷ୍ଟ କରିବା ସହ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବାକୁ ଚେଷ୍ଟା କରିବ।

ସୂଚନାଯୋଗ୍ୟ, ଗତ ସଂସ୍କରଣରେ ମୁମ୍ବାଇ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story