କିଙ୍ଗସ ଏଦାଦଶ ପଞ୍ଜାବର ଶ୍ରେଷ୍ଠ ଏକାଦଶରେ ଯୁବରାଜ ଓ ରାହୁଲ

ମୋହାଲି: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏସବୁ ଭିତରେ ଆଇପିଏଲରେ ଖେଳୁଥିବା ଗୋଟିଏ ପରେ ଗୋଟି ଦଳ ସେମାନଙ୍କ ଶ୍ରେଷ୍ଠ ଏକାଦଶ ପାଇଁ ଖେଳାଳି ଚୟନ କରିଛନ୍ତି। ଏହିକ୍ରମରେ କିଙ୍ଗସ ଏକାଦଶ ପଞ୍ଜାବ ଆଜି ତା’ର ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛି। ଏଥିରେ ଯୁବରାଜ ସିଂହ, କେଏଲ ରାହୁଲ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ବଡ଼ ବଡ଼ ଖେଳାଳି ରହିଛନ୍ତି। ତେବେ […]

fs

fs

Hemant Lenka
  • Published: Wednesday, 06 May 2020
  • Updated: 06 May 2020, 06:22 PM IST

Sports

Latest News

ମୋହାଲି: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏସବୁ ଭିତରେ ଆଇପିଏଲରେ ଖେଳୁଥିବା ଗୋଟିଏ ପରେ ଗୋଟି ଦଳ ସେମାନଙ୍କ ଶ୍ରେଷ୍ଠ ଏକାଦଶ ପାଇଁ ଖେଳାଳି ଚୟନ କରିଛନ୍ତି। ଏହିକ୍ରମରେ କିଙ୍ଗସ ଏକାଦଶ ପଞ୍ଜାବ ଆଜି ତା’ର ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛି।

ଏଥିରେ ଯୁବରାଜ ସିଂହ, କେଏଲ ରାହୁଲ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ବଡ଼ ବଡ଼ ଖେଳାଳି ରହିଛନ୍ତି। ତେବେ ଏହି ଶ୍ରେଷ୍ଠ ଏକାଦଶର ଅଧିନାୟକ ଜର୍ଜ ବେଲୀ ହୋଇଛନ୍ତି । ୨୦୧୩ରେ ଆଡାମ ଗିଲଖ୍ରୀଷ୍ଟ ଅବସର ନେବା ପରେ ବେଲୀ ଦଳର ଅଧିନାୟକ ହୋଇଥିଲେ। ବେଲୀଙ୍କ ନେତୃତ୍ୱରେ ପଞ୍ଜାବ ପ୍ରଥମ ଓ ଶେଷଥର ପାଇଁ ୨୦୧୪ରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା।

ବେଲୀଙ୍କ ନେତୃତ୍ୱରେ ପଞ୍ଜାବ ୧୮ଟି ମ୍ୟାଚ ଜିତିଥିବା ବେଳେ ୧୭ଟି ହାରିଛି। ତେଣୁ ପଞ୍ଜାବ ଟିମ ମ୍ୟାନେଜମେଣ୍ଟ ବେଲୀଙ୍କୁ ହିଁ ଅଧିନାୟକ ଭାବେ ବାଛିଛି।

ଦଳର ଓପନର ଭାବେ ଶନ ମାର୍ଶ ଓ କେଏଲ ରାହୁଲଙ୍କୁ ଚୟନ କରାଯାଇଛି। ଶନ ମାର୍ଶ ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭରୁ ହିଁ ପଞ୍ଜାବ ପଟୁ ଖେଳୁଥିଲେ। ୨୦୦୮ରେ ସେ ଆଇପିଏଲରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ପାଇଥିଲେ। ରାହୁଲ ୨୦୧୮ରେ ପଞ୍ଜାବ ଟିମକୁ ଆସିଛନ୍ତି।

ଚମତ୍କାର ବ୍ୟାଟିଂ କରି ସେ ଦଳର ସର୍ବାଧିକ ରନ ହାସଲକାରୀ ହୋଇଛନ୍ତି। ତେଣୁ ତାଙ୍କୁ ଦଳ ଶ୍ରେଷ୍ଠ ଏକାଦଶରେ ରଖିଛି। ଦଳର ୪ନଂ ସ୍ଥାନରେ ଯୁବରାଜ ସିଂହ ବ୍ୟାଟିଂ କରିବେ। ଦଳର ମଧ୍ୟକ୍ରମ ଦାୟିତ୍ୱରେ ମ୍ୟାକ୍ସୱେଲ, ମନନ ଭୋରା ଓ ଡାଭିଡ ମିଲର ରହିଛନ୍ତି।

ଅଲରାଉଣ୍ଡର ଭାବେ ଇରଫାନ ପଠାନ ଓ ଅକ୍ସର ପଟେଲ ରହିଛନ୍ତି। ଦ୍ରୁତ ବୋଲିଂ ଦାୟିତ୍ୱରେ ମହମ୍ମଦ ଶାମି ଓ ସନ୍ଦୀପ ଶର୍ମା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story