ସୋଶାଲ ମିଡିଆରେ ଟ୍ରୋଲ ହେଲେ କେଏଲ ରାହୁଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ବାଦ ପଡ଼ିଛନ୍ତି। ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଯଥାକ୍ରମେ ୪୪,୩୮,୧୩ ଓ ୬ ରନ୍‌ କରି ସମସ୍ତଙ୍କୁ ନିରାଶ କରିଥିଲେ। ସେ ମ୍ୟାଚ୍‌ରେ ନିଜର ୱିକେଟ୍‌ ଫୋପାଡ଼ି ଦେବା ସହ ଭଲ ଷ୍ଟାର୍ଟ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ସମସ୍ତେ ଅଭିଯୋଗ କରୁଛନ୍ତି। ନିଜର ଖରାପ ବ୍ୟାଟିଂ ପାଇଁ ତାଙ୍କୁ ଦକ୍ଷିଣ […]

we

we

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 06:40 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ବାଦ ପଡ଼ିଛନ୍ତି। ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଯଥାକ୍ରମେ ୪୪,୩୮,୧୩ ଓ ୬ ରନ୍‌ କରି ସମସ୍ତଙ୍କୁ ନିରାଶ କରିଥିଲେ।

ସେ ମ୍ୟାଚ୍‌ରେ ନିଜର ୱିକେଟ୍‌ ଫୋପାଡ଼ି ଦେବା ସହ ଭଲ ଷ୍ଟାର୍ଟ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ସମସ୍ତେ ଅଭିଯୋଗ କରୁଛନ୍ତି। ନିଜର ଖରାପ ବ୍ୟାଟିଂ ପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସାମିଲ କରାଯାଇ ନଥିଲା।

ଏବେ ରାହୁଲ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଏଥିରେ ଚିଲିଂ ବୋଲି ଲେଖିଛନ୍ତି। ରାହୁଲଙ୍କ ଏହି ଚିଲିଂ ଫଟୋକୁ ସୋଶାଲ ମିଡିଆ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି।

କିଏ କହିଛି ରାହୁଲ ଦୟା କରି ବ୍ୟାଟିଂ ଉପରେ ଧ୍ୟାନ ଦିଅନ୍ତୁ। ନଚେତ ଟିମ୍‌ ଇଣ୍ଡିଆରେ ଆପଣଙ୍କ ସ୍ଥାନ ଆଉ ନାହିଁ। ସେହିପରି ଆଉ କିଏ ଚିଲିଂ ଠିକ୍‌ ଅଛି କିନ୍ତୁ ଖେଳିବାଟା ମଧ୍ୟ ତଦନୁଯାୟୀ କରନ୍ତୁ। କେହି କେହି ରାହୁଲ ପ୍ରଥମେ ଟିମ୍‌ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିବାକୁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story