କୋହଲିଙ୍କ ପାଇଁ ଆମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି: ନେହେରା

ଲଣ୍ଡନ: ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଓ ହାଇଦ୍ରାବାଦର ଫାଷ୍ଟ ବୋଲର ଆଶିଷ ନେହେରାଙ୍କ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନେହେରା କିଶୋର ବିରାଟଙ୍କୁ ଏକ ଟ୍ରଫି ଓ ପତ୍ର ଦେଉଥିବା ଦେଖିବାକୁ ମିଳିଛି। ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯାଇଥିବା ନେହେରା କହିଛନ୍ତି, “ଆନ୍ତର୍ଜାତୀୟ ଓ ଘରୋଇ ଟ୍ରଫିରେ ବିରାଟଙ୍କ ସଫଳତା ଯୋଗୁଁ ଛବିଟି ଭାଇରାଲ ହୋଇଛି। ମୁଁ ସୋସିଆଲ ମିଡିଆରେ ଏତେ ଆସେ ନାହିଁ। କିନ୍ତୁ ସେ […]

nehra-kohli-social-media-70

nehra-kohli-social-media-70

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 12:17 PM IST

Sports

Latest News

nehra-kohli-social-media-70ଲଣ୍ଡନ: ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଓ ହାଇଦ୍ରାବାଦର ଫାଷ୍ଟ ବୋଲର ଆଶିଷ ନେହେରାଙ୍କ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନେହେରା କିଶୋର ବିରାଟଙ୍କୁ ଏକ ଟ୍ରଫି ଓ ପତ୍ର ଦେଉଥିବା ଦେଖିବାକୁ ମିଳିଛି।

ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯାଇଥିବା ନେହେରା କହିଛନ୍ତି, “ଆନ୍ତର୍ଜାତୀୟ ଓ ଘରୋଇ ଟ୍ରଫିରେ ବିରାଟଙ୍କ ସଫଳତା ଯୋଗୁଁ ଛବିଟି ଭାଇରାଲ ହୋଇଛି। ମୁଁ ସୋସିଆଲ ମିଡିଆରେ ଏତେ ଆସେ ନାହିଁ। କିନ୍ତୁ ସେ ଜଣେ ବ୍ୟାଟିଂ ସେନ୍‌ସନ୍ ପାଲଟିଥିବାରୁ ଏହି ଫଟୋ ଭାଇରାଲ୍‌ ହୋଇଛି। ନହେଲେ ଏହା ଗୋଟିଏ ସାଧାରଣ ଫଟୋ ହୋଇ ଥାନ୍ତା। ଏବେ ଏହା ବିରାଟଙ୍କ ସଫଳତାର କଥା କହୁଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଏହି ଫଟୋଟି ମୁଁ ଯେତେବେଳେ ଖେଳ ଆରମ୍ଭ କରୁଥିଲି ପ୍ରାୟ ୧୩ ବର୍ଷ ତଳେ ଉଠାଯାଇଥିଲା। କିନ୍ତୁ ଏବେ ସେହି ଫଟୋକୁ ନେଇ ଚର୍ଚ୍ଚା କାହିଁକି ଜୋର ଧରିଛି ତାହା ମୁଁ ଜାଣି ନାହିଁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story