ବିରାଟ କୋହଲି ଆଇସିସି ଟି-୨୦ ବିଶ୍ୱ ଏକାଦଶର ଅଧିନାୟକ

କୋଲକାତା: ଆଇସିସି ଟି-୨୦ ବିଶ୍ୱ ଏକାଦଶର ଅଧିନାୟକ ଭାବେ ସୋମବାର ମନୋନୀତ ହୋଇଛନ୍ତି ଭାରତର ବ୍ୟାଟିଂ ଷ୍ଟାର ବିରାଟ କୋହଲି। ଏଥିରେ ଭେଟେରାନ୍‌ ଫାଷ୍ଟ ‍ବୋଲର ଆଶିଷ ନେହରା ମଧ୍ୟ ରହିଛନ୍ତି। ଟି-୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ଭିତ୍ତି କରି ପୂର୍ବରୁ ଚୟନ ହୋଇଥିବା ପୂର୍ବତନ କ୍ରିକେଟର ଓ ଭାଷ୍ୟକାରଙ୍କୁ ନେଇ ଗଠିତ ଏକ ଟିମ୍ ଖେଳାଳି ଚୟନ କରିଛନ୍ତି। ଉଭୟ ପୁରୁଷ ଓ ମହିଳାଦଳରୁ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ୍‌ରେ ପ୍ରଦର୍ଶନ ଭିତ୍ତିରେ ଚୟନ କରାଯାଇଛି। ଟି-୨୦ ବିଶ୍ୱକପ୍‌ରେ ଉଭୟ […]

virat-kohli

virat-kohli

Rakesh Mallick
  • Published: Monday, 04 April 2016
  • Updated: 05 April 2016, 05:19 AM IST

Sports

Latest News

କୋଲକାତା: ଆଇସିସି ଟି-୨୦ ବିଶ୍ୱ ଏକାଦଶର ଅଧିନାୟକ ଭାବେ ସୋମବାର ମନୋନୀତ ହୋଇଛନ୍ତି ଭାରତର ବ୍ୟାଟିଂ ଷ୍ଟାର ବିରାଟ କୋହଲି। ଏଥିରେ ଭେଟେରାନ୍‌ ଫାଷ୍ଟ ‍ବୋଲର ଆଶିଷ ନେହରା ମଧ୍ୟ ରହିଛନ୍ତି।

ଟି-୨୦ ବିଶ୍ୱକପ୍‌ରେ ପ୍ରଦର୍ଶନକୁ ଭିତ୍ତି କରି ପୂର୍ବରୁ ଚୟନ ହୋଇଥିବା ପୂର୍ବତନ କ୍ରିକେଟର ଓ ଭାଷ୍ୟକାରଙ୍କୁ ନେଇ ଗଠିତ ଏକ ଟିମ୍ ଖେଳାଳି ଚୟନ କରିଛନ୍ତି। ଉଭୟ ପୁରୁଷ ଓ ମହିଳାଦଳରୁ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ୍‌ରେ ପ୍ରଦର୍ଶନ ଭିତ୍ତିରେ ଚୟନ କରାଯାଇଛି।

ଟି-୨୦ ବିଶ୍ୱକପ୍‌ରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୱେଷ୍ଟଇଣ୍ଡିଜ୍‌ ଚାମ୍ପିଅନ୍‌ ହୋଇଛି। ଗତକାଲି ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ କୋହଲି ‘ମ୍ୟାନ୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ’ ଘୋଷିତ ହୋଇଥିଲେ। ଭାରତ ବ୍ୟାଟିଂ ଲାଇନ୍‌ର ବ୍ୟାକ୍‌ବୋନ୍‌ ବୋଲି ଏହି ଟୁର୍ଣ୍ଣାମେଣ୍ଟରେ ସେ ପ୍ରମାଣ କରିଛନ୍ତି। ଏହାସହ ନେହରା ଟି-୨୦ ବିଶ୍ୱକପ୍‌ର ୫ଟି ମ୍ୟାଚ୍‌ରେ ୫ଟି ୱିକେଟ ନେଇ ଭାରତକୁ ସେମିରେ ପହଞ୍ଚାଇଥିଲେ।

ଆଇସିସି ଟି-୨୦ ବିଶ୍ୱ ଏକାଦଶରେ ଏହି ୨ ଭାରତୀୟଙ୍କ ସମେତ ବିଶ୍ୱକପ୍‌ ଟି-୨୦ରେ ରନର୍ସଅପ୍‌ ହୋଇଥିବା ଇଂଲଣ୍ଡ ଦଳରୁ ୪ ଜଣ, ୱେଷ୍ଟଇଣ୍ଡିଜ୍‌ ଦଳରୁ ୨ ଜଣ, ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ବାଂଲାଦେଶର ମୁସ୍ତାଫିଜ୍ୟୁର ରେହମନ୍‌ ୧୨ତମ ଖେଳାଳି ଭାବେ ଏଥିରେ ସ୍ଥାନ ପାଇଥିବା ବେଳେ ପାକିସ୍ତାନର କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି।

ଆଇସିସି ଟି-୨୦ ବିଶ୍ୱ ଏକାଦଶର ମହିଳା ଦଳରେ କୌଣସି ଭାରତୀୟ ସ୍ଥାନ ପାଇନାହାନ୍ତି। ନ୍ୟୁଜିଲାଣ୍ଡ ଦଳରୁ ୪ ଜଣ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍‌ ଦଳରୁ ୨ ଜଣ ଲେଖାଏଁ ଆଇସିସି ଟି-୨୦ ବିଶ୍ୱ ଏକାଦଶରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାରୁ ଜଣେ ଲେଖାଏଁ ଖେଳାଳି ବିଶ୍ୱ ଏକାଦଶରେ ସ୍ଥାନ ପାଇଛନ୍ତି। ଏହାସହ ୱେଷ୍ଟଇଣ୍ଡିଜ୍‌ର ଏସ୍‌ ଟେଲର ମହିଳା ଦଳର ୱିକେଟ୍ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି।

ଆଜି ଆଇସିସିର ସାଧାରଣ ପରିଚଳାକ ଜି ଆଲ୍ଲାରଡ୍ରିସ୍‌ ଏହି ଘୋଷଣା କରିଛନ୍ତି।

ପୁରୁଷ ଟି-୨୦ ବିଶ୍ୱ ଏକାଦଶ: ଜାସନ୍‌ ରୟ (ଇଂଲଣ୍ଡ),କ୍ୟୁ.ଡି କକ୍‌ (ଦ.ଆଫ୍ରିକା, ୱିକେଟ ରକ୍ଷକ), ବିରାଟ କୋହଲି (ଅଧିନାୟକ, ଭାରତ) ଜେ. ରୁଟ୍ (ଇଂଲଣ୍ଡ), ଜେ.ବଟ୍ଟଲର (ଇଂଲଣ୍ଡ), ଶେନ୍‌ ୱାଟସନ୍‌ (ଅଷ୍ଟ୍ରେଲିଆ), ଆନ୍ଦ୍ରେ ରସେଲ୍‌ (ୱେଷ୍ଟ ଇଣ୍ଡିଜ୍‌), ମିଚେଲ ସନ୍ତନର (ନ୍ୟୁଜିଲାଣ୍ଡ), ଡି.ୱିଲେ (ଇଂଲଣ୍ଡ), ସାମୁଏଲ୍‌ ବଦ୍ରୀ (ୱେଷ୍ଟଇଣ୍ଡିଜ୍‌), ଆଶିଷ ନେହରା (ଭାରତ) ଓ ୧୨ତମ ଖେଳାଳି-ମୁସ୍ତାଫିଜ୍ୟୁର ରହମନ୍ (ବାଂଲାଦେଶ)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story